୫ ବର୍ଷରେ ପ୍ରସ୍ତୁତ ହୋଇଛି ୩.୫ ଲକ୍ଷ ଜାଲ୍‌ ଆଧାର କାର୍ଡ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ୨୦୨୧ ଶେଷ ସୁଦ୍ଧା ୧୨୮ କୋଟି ୯୯ ଲକ୍ଷ ଆଧାର କାର୍ଡ ପ୍ରସ୍ତୁତ ହୋଇସାରିଛି। ତେବେ ଗତ ୫ ବର୍ଷରେ ୩, ୫୫, ୮୮୪ ଜାଲ୍‌ ଆଧାର କାର୍ଡ ବନା ଯାଇଛି। ଏ ସବୁକୁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ରଦ୍ଦ କରି ଦେଇଛି। ଏଥିରୁ ୧୦ରୁ ୧୨ ହଜାର ଆଧାର କାର୍ଡ କେବଳ ମଧ୍ୟପ୍ରଦେଶରେ ତିଆରି କରାଯାଇଛି। ସୂଚନା ଅଧିକାର (ଆରଟିଆଇ) ବଳରେ ଏହି ସୂଚନା ମିଳିଛି। ଆର୍‌ଟିଆଇ […]

ନୂଆଦିଲ୍ଲୀ : ଦେଶରେ ୨୦୨୧ ଶେଷ ସୁଦ୍ଧା ୧୨୮ କୋଟି ୯୯ ଲକ୍ଷ ଆଧାର କାର୍ଡ ପ୍ରସ୍ତୁତ ହୋଇସାରିଛି। ତେବେ ଗତ ୫ ବର୍ଷରେ ୩, ୫୫, ୮୮୪ ଜାଲ୍‌ ଆଧାର କାର୍ଡ ବନା ଯାଇଛି। ଏ ସବୁକୁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ରଦ୍ଦ କରି ଦେଇଛି। ଏଥିରୁ ୧୦ରୁ ୧୨ ହଜାର ଆଧାର କାର୍ଡ କେବଳ ମଧ୍ୟପ୍ରଦେଶରେ ତିଆରି କରାଯାଇଛି। ସୂଚନା ଅଧିକାର (ଆରଟିଆଇ) ବଳରେ ଏହି ସୂଚନା ମିଳିଛି। ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡ ୟୁଆଇଡିଏଆଇକୁ ଏକାଧିକ ଏବଂ ଜାଲ୍‌ ଆଧାର କାର୍ଡ ବିଷୟରେ ତଥ୍ୟ ମାଗିଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

17 Dec 2022 By The Sakala

୫ ବର୍ଷରେ ପ୍ରସ୍ତୁତ ହୋଇଛି ୩.୫ ଲକ୍ଷ ଜାଲ୍‌ ଆଧାର କାର୍ଡ

ନୂଆଦିଲ୍ଲୀ : ଦେଶରେ ୨୦୨୧ ଶେଷ ସୁଦ୍ଧା ୧୨୮ କୋଟି ୯୯ ଲକ୍ଷ ଆଧାର କାର୍ଡ ପ୍ରସ୍ତୁତ ହୋଇସାରିଛି। ତେବେ ଗତ ୫ ବର୍ଷରେ ୩, ୫୫, ୮୮୪ ଜାଲ୍‌ ଆଧାର କାର୍ଡ ବନା ଯାଇଛି। ଏ ସବୁକୁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ରଦ୍ଦ କରି ଦେଇଛି। ଏଥିରୁ ୧୦ରୁ ୧୨ ହଜାର ଆଧାର କାର୍ଡ କେବଳ ମଧ୍ୟପ୍ରଦେଶରେ ତିଆରି କରାଯାଇଛି। ସୂଚନା ଅଧିକାର (ଆରଟିଆଇ) ବଳରେ ଏହି ସୂଚନା ମିଳିଛି। ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡ ୟୁଆଇଡିଏଆଇକୁ ଏକାଧିକ ଏବଂ ଜାଲ୍‌ ଆଧାର କାର୍ଡ ବିଷୟରେ ତଥ୍ୟ ମାଗିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର