ବାଇକ୍ରେ ଯାଉଥିବା ବେଳେ ଯୁବକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ
ପୋଲସରା: ଗୁଳି କରି ଯୁବକଙ୍କୁ ହତ୍ୟା । କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁ ନିକଟରେ ଘଟିଛି ଏହି ଗୁଳିମାଡ଼ । ବାଇକ୍ରେ ଯାଉଥିବା ବେଳେ ଯୁବକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ଗୁଳିମାଡରେ ଲକ୍ଷ୍ମୀନାରାୟଣ ପାଇକରାୟଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁରେ ଥାନାରେ ଏକାଧିକ ମାମଲା ଥିବା ସୂଚନା । ଲକ୍ଷ୍ମୀନାରାୟଣଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଲକ୍ଷ୍ମୀନାରାୟଣ ବାଇକ ଯୋଗେ ନିଜ ଗ୍ରାମ ଆଠଗଡ଼ପାଟଣା […]
ପୋଲସରା: ଗୁଳି କରି ଯୁବକଙ୍କୁ ହତ୍ୟା । କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁ ନିକଟରେ ଘଟିଛି ଏହି ଗୁଳିମାଡ଼ । ବାଇକ୍ରେ ଯାଉଥିବା ବେଳେ ଯୁବକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ଗୁଳିମାଡରେ ଲକ୍ଷ୍ମୀନାରାୟଣ ପାଇକରାୟଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁରେ ଥାନାରେ ଏକାଧିକ ମାମଲା ଥିବା ସୂଚନା । ଲକ୍ଷ୍ମୀନାରାୟଣଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଲକ୍ଷ୍ମୀନାରାୟଣ ବାଇକ ଯୋଗେ ନିଜ ଗ୍ରାମ ଆଠଗଡ଼ପାଟଣା ଅଭିମୁଖେ ଫେରିବା ସମୟରେ ପଥରାପଲ୍ଲୀ କୁକୁଡ଼ା ଫାର୍ମ ବାଙ୍କ ନିକଟରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।