ରାଜ୍ୟର ୩ ଜିଲ୍ଲାରେ ଟିକାକରଣ ବନ୍ଦ, ଯେତିକି ଟିକା ରହିଛି ତାହା ଦ୍ବାରା ୨ରୁ ୩ ଦିନ ଟିକାକରଣ ହୋଇପାରିବ: ପରିବାର କଲ୍ୟାଣ ନିର୍ଦେଶକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ ଲାଗିରହିଛି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେଉନଥିବାରୁ ରାଜ୍ୟରେ ଟିକାକରଣ କେନ୍ଦ୍ର ଗୁଡିକ ବନ୍ଦ ହେବାରେ ଲାଗିଛି। ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି। ସେହିପରି ୧୦ଟି […]

ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ ଲାଗିରହିଛି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେଉନଥିବାରୁ ରାଜ୍ୟରେ ଟିକାକରଣ କେନ୍ଦ୍ର ଗୁଡିକ ବନ୍ଦ ହେବାରେ ଲାଗିଛି। ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘର ନିକଟ ଆମ୍ବଗଛରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସେହିପରି ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟ୍‌ଡାଉନ୍ ଯୋଗୁଁ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି ତାହା ଦ୍ୱାରା ୨ ରୁ ୩ ଦିନ ଟିକାକରଣ ହୋଇ ପାରିବ ।  ରାଜ୍ୟରେ କୋଭିସିଲ୍ଡ ଟିକା ୩.୬ ଲକ୍ଷ ରହିଛି ଓ କୋଭସ୍କିନ ୨.୩ ଲକ୍ଷ ରହିଛି । ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଆହୁରି ପଢ଼ନ୍ତୁ: ରାଜଧାନୀର ଚନ୍ଦକା ଅଞ୍ଚଳରେ ଟ୍ରକ୍‌-ବୋଲେରୋ ମୁହମୁହିଁ ଧକ୍କା; ୨ ମୃତ, ୫ ଗୁରୁତର

ସେ ଆହୁରି କହିଛନ୍ତି ଯେ, ସରକାର କୋରନା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ। ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ । ସରକାର ଯେଉଁ ନିୟମ କରିଛନ୍ତି ତାକୁ ମାନିବାକୁ ଲୋକଙ୍କୁ କଲେ ଅପିଲ ।

ଆହୁରି ପଢ଼ନ୍ତୁ: ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା

17 Apr 2021 By The Sakala

ରାଜ୍ୟର ୩ ଜିଲ୍ଲାରେ ଟିକାକରଣ ବନ୍ଦ, ଯେତିକି ଟିକା ରହିଛି ତାହା ଦ୍ବାରା ୨ରୁ ୩ ଦିନ ଟିକାକରଣ ହୋଇପାରିବ: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଟିକା ଅଭାବ ଲାଗିରହିଛି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେଉନଥିବାରୁ ରାଜ୍ୟରେ ଟିକାକରଣ କେନ୍ଦ୍ର ଗୁଡିକ ବନ୍ଦ ହେବାରେ ଲାଗିଛି। ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି।

ସେହିପରି ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟ୍‌ଡାଉନ୍ ଯୋଗୁଁ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରଖାଯାଇଛି । ରାଜ୍ୟରେ ଯେତିକି ଟିକା ରହିଛି ତାହା ଦ୍ୱାରା ୨ ରୁ ୩ ଦିନ ଟିକାକରଣ ହୋଇ ପାରିବ ।  ରାଜ୍ୟରେ କୋଭିସିଲ୍ଡ ଟିକା ୩.୬ ଲକ୍ଷ ରହିଛି ଓ କୋଭସ୍କିନ ୨.୩ ଲକ୍ଷ ରହିଛି । ଟିକା ଅଭାବ ସମ୍ପର୍କରେ ଆମେ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖୁଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରି କହିଛନ୍ତି ଯେ, ସରକାର କୋରନା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ପଜିଟିଭ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ। ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ । ସରକାର ଯେଉଁ ନିୟମ କରିଛନ୍ତି ତାକୁ ମାନିବାକୁ ଲୋକଙ୍କୁ କଲେ ଅପିଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର