ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଟ୍ୱିଷ୍ଟ୍: ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ବର: ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ବିସ୍ପୋରଣ ଘଟଣରେ ଏକ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ମନୁଷ୍ୟକୃତ ଭୁଲ ଯୋଗୁଁ ମୃତଦେହ ଅଦଳବଦଳ ଘଟଣା ସାମ୍ନାକୁ ଆସିଛି। ବିସ୍ଫୋରଣରେ ଆହତ ହୋଇ ପରେ ମୃତ୍ୟୁ ବରଣ କରିଥିବା ଜ୍ୟୋତି ନାମକ ଜନୈକ ବ୍ୟକ୍ତିକୁ ଦିଲ୍ଲୀପ ସାମନ୍ତରାୟ ଭାବି ଅନ୍ତିମ ସଂସ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୩୦ ତାରିଖରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଦିଲ୍ଲୀପ ବୋଲି କୁହାଯାଇଥିଲା । ଦିଲ୍ଲୀପ […]
ଭୁବନେଶ୍ବର: ଭୁବନେଶ୍ୱର ହାଇଟେକ ହସ୍ପିଟାଲରେ ବିସ୍ପୋରଣ ଘଟଣରେ ଏକ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ମନୁଷ୍ୟକୃତ ଭୁଲ ଯୋଗୁଁ ମୃତଦେହ ଅଦଳବଦଳ ଘଟଣା ସାମ୍ନାକୁ ଆସିଛି। ବିସ୍ଫୋରଣରେ ଆହତ ହୋଇ ପରେ ମୃତ୍ୟୁ ବରଣ କରିଥିବା ଜ୍ୟୋତି ନାମକ ଜନୈକ ବ୍ୟକ୍ତିକୁ ଦିଲ୍ଲୀପ ସାମନ୍ତରାୟ ଭାବି ଅନ୍ତିମ ସଂସ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୩୦ ତାରିଖରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଦିଲ୍ଲୀପ ବୋଲି କୁହାଯାଇଥିଲା । ଦିଲ୍ଲୀପ ମୃତ୍ୟୁ ବରଣ କରିଥିବା ଜାଣି ସେପଟେ ପତ୍ନୀ ଆତ୍ମହତ୍ୟା ବି କରିଦେଇଛନ୍ତି। ହେଲେ ଏବେ ହସ୍ପିଟାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ନିଜକୁ ଦିଲ୍ଲୀପ ବୋଲି କହିବା ପରେ ହସ୍ପିଟାଲ ଦ୍ୱାରା ହୋଇଥିବା ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ତେବେ ଏତେ ବଡ଼ ଭୁଲ ପାଇଁ ପ୍ରକୃତରେ ଦାୟୀ କିଏ ? କାହାର ତ୍ରୁଟିପୂର୍ଣ୍ଣ ସୂଚନା ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ? ଅନ୍ୟପଟେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ କଣ ? ଏସବୁକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼।