ସଟ୍‌ଡାଉନ୍‌ରେ ରାଜଧାନୀ ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ

The Sakala Picture
Published On

ମହାମାରୀ କରୋନା ପାଇଁ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଠାବ ହୋଇଛି ସେକ୍ସ ରାକେଟ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢ଼ାଉ କରିଥିଲା । କେବେଠାରୁ ଚାଲିଥିଲା ସେକ୍ସ ରାକେଟ୍, କେଉଁଠାରୁ ଯୁବତୀ ଆସୁଥିଲେ ତା’ର ଖୋଲତାଡ଼ […]

ମହାମାରୀ କରୋନା ପାଇଁ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଠାବ ହୋଇଛି ସେକ୍ସ ରାକେଟ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢ଼ାଉ କରିଥିଲା । କେବେଠାରୁ ଚାଲିଥିଲା ସେକ୍ସ ରାକେଟ୍, କେଉଁଠାରୁ ଯୁବତୀ ଆସୁଥିଲେ ତା’ର ଖୋଲତାଡ଼ କରୁଛି ପୋଲିସ। ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସଂକଟ ଟଳିନି । ଏଭଳି ସମୟରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ନେଇ ଚଳାଚଳକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ବେଳେ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି । ଏଭଳି ସମୟରେ ପୁଣି ରାଜଧାନୀରେ ସେକ୍ସ ରାକେଟ ଭୂତାଣୁ ସଂକମ୍ରଣ ଆଶଙ୍କାକୁ ମଧ୍ୟ ବୃଦ୍ଧି କରୁଛି ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

20 Jun 2021 By The Sakala

ସଟ୍‌ଡାଉନ୍‌ରେ ରାଜଧାନୀ ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ

ମହାମାରୀ କରୋନା ପାଇଁ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଠାବ ହୋଇଛି ସେକ୍ସ ରାକେଟ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢ଼ାଉ କରିଥିଲା । କେବେଠାରୁ ଚାଲିଥିଲା ସେକ୍ସ ରାକେଟ୍, କେଉଁଠାରୁ ଯୁବତୀ ଆସୁଥିଲେ ତା’ର ଖୋଲତାଡ଼ କରୁଛି ପୋଲିସ। ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସଂକଟ ଟଳିନି । ଏଭଳି ସମୟରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ନେଇ ଚଳାଚଳକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ବେଳେ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି । ଏଭଳି ସମୟରେ ପୁଣି ରାଜଧାନୀରେ ସେକ୍ସ ରାକେଟ ଭୂତାଣୁ ସଂକମ୍ରଣ ଆଶଙ୍କାକୁ ମଧ୍ୟ ବୃଦ୍ଧି କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର