ଜନକ ପାଇଲେ ଓପିଏସସି, ପୂର୍ବରୁ ଥିଲେ ଇଣ୍ଡିଆନ ନାଭିରେ…

The Sakala Picture
Published On

କୃଷ୍ଣପ୍ରସାଦ: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ର ସୀମାଞ୍ଚଳଙ୍କ ଭାଇ ଗଞ୍ଜାମ ପ୍ରୟାଗି ଗ୍ରାମର ଜଣେ କୃଷକଙ୍କ ପୁଅ ପାଇଲେ ପ୍ରଶାସନିକ ସେବା (ଓଏଏସ )। ପ୍ରୟାଗି ଗ୍ରାମର କାମରାଜୁ ତରେଇଙ୍କ ପୁଅ ଜନକ ତରେଇ ପ୍ରଥମେ ଇଣ୍ଡିଆନ ନାଭିରେ କାର୍ଯ୍ୟରତ ଥିଲେ। ୬ ମାସ ପୂର୍ବରୁ ସେ ଅବସର ନେଇ ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲେ। କଠିନ ପରିଶ୍ରମ କରି ସେ ପ୍ରଥମ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି। ଉକ୍ତ ଖବର ପାଇବା ପରେ ସମଗ୍ର ଜିଲ୍ଲାରେ ଆନନ୍ଦର ସୁଅ ଛୁଟୁଛି। ବିଭିନ୍ନ ମହାଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଏନେଇ ପରିବାର ବର୍ଗ, ସାଙ୍ଗ ସାଥି, ବନ୍ଧୁ ବାନ୍ଧବ ବହୁତ ଖୁସି ମନାଉଛନ୍ତି। ପିତା କାମରଜୁ, ମାତା ଅମ୍ରିତା ବହୁତ ଖୁସି ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର