ଅସୁସ୍ଥ ହବିଷ୍ୟାଳିଙ୍କ ମୃତ୍ୟୁ, ମହାପ୍ରଭୁଙ୍କୁ ଦର୍ଶନ ବେଳେ ଗୁରୁତର ହୋଇ ପଡ଼ିଥିଲେ
ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଚିକିତ୍ସାଧିନ ଅବସ୍ଥାରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ପୁରୀ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନରେ ବସିଥିବା ବେଳେ ଜଣେ ହବିଷ୍ୟାଳି ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛ। ହବିଷ୍ୟାଳି ଜଣଙ୍କ ୭୩ ବର୍ଷ ବୟସ୍କ ଫକୀର ଧାରୁଆ । ସେ ନୟାଗଡ ଅଞ୍ଚଳର […]
ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଚିକିତ୍ସାଧିନ ଅବସ୍ଥାରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ପୁରୀ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନରେ ବସିଥିବା ବେଳେ ଜଣେ ହବିଷ୍ୟାଳି ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛ। ହବିଷ୍ୟାଳି ଜଣଙ୍କ ୭୩ ବର୍ଷ ବୟସ୍କ ଫକୀର ଧାରୁଆ । ସେ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି ।
ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର
24 Nov 2023
By The Sakala
ଅସୁସ୍ଥ ହବିଷ୍ୟାଳିଙ୍କ ମୃତ୍ୟୁ, ମହାପ୍ରଭୁଙ୍କୁ ଦର୍ଶନ ବେଳେ ଗୁରୁତର ହୋଇ ପଡ଼ିଥିଲେ
ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଚିକିତ୍ସାଧିନ ଅବସ୍ଥାରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ପୁରୀ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନରେ ବସିଥିବା ବେଳେ ଜଣେ ହବିଷ୍ୟାଳି ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛ। ହବିଷ୍ୟାଳି ଜଣଙ୍କ ୭୩ ବର୍ଷ ବୟସ୍କ ଫକୀର ଧାରୁଆ । ସେ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି ।
⊕ https://www.thesakala.in/latest-odisha-news/puri/habisyali-death-while-under-treatment/article-27617