ଆଷାଢ ଯାଇ ଶ୍ରାବଣ ଆସିଲା କିନ୍ତୁ ଚାଷ ପାଇଁ ହେଲା ନାହିଁ ଆବଶ୍ୟକ ପରିମାଣର ବୃଷ୍ଟିପାତ, ବର୍ଷା ପାଇଁ ଗ୍ରାମବାସୀ ମିଶି କଲେ ଇନ୍ଦ୍ରଙ୍କୁ ପୂଜା

The Sakala Picture
Published On

ବଲାଙ୍ଗିର: ମରୁଡି ପ୍ରପିଡୀତ ବଲାଙ୍ଗିର ଜିଲ୍ଲାରେ ଚାଷୀଙ୍କୁ ନିରାଶ କରୁଛି ବର୍ଷା। ଆଷାଢ ଯାଇ ଶ୍ରାବଣ ଆସିଲା କିନ୍ତୁ ଚାଷ ପାଇଁ ଆବଶ୍ୟକ ପରିମାଣର ବୃଷ୍ଟିପାତ ହେଲା ନାହିଁ। ଚାଷ ପାଇଁ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଥିବା ଜିଲ୍ଲାର ଚାଷୀକୁଳ ଏବେଠୁ ମୁଣ୍ଡରେ ହାତ ଦେଇ ବସୁଥିବାବେଳେ ଗ୍ରାମାଞ୍ଚଳରେ ବର୍ଷା ପାଇଁ ଲୋକେ ପାରମ୍ପାରିକ ରିତୀନିତୀରେ ଇନ୍ଦ୍ର ପୂଜା କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅର୍ନ୍ତଗତ […]

ବଲାଙ୍ଗିର: ମରୁଡି ପ୍ରପିଡୀତ ବଲାଙ୍ଗିର ଜିଲ୍ଲାରେ ଚାଷୀଙ୍କୁ ନିରାଶ କରୁଛି ବର୍ଷା। ଆଷାଢ ଯାଇ ଶ୍ରାବଣ ଆସିଲା କିନ୍ତୁ ଚାଷ ପାଇଁ ଆବଶ୍ୟକ ପରିମାଣର ବୃଷ୍ଟିପାତ ହେଲା ନାହିଁ। ଚାଷ ପାଇଁ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଥିବା ଜିଲ୍ଲାର ଚାଷୀକୁଳ ଏବେଠୁ ମୁଣ୍ଡରେ ହାତ ଦେଇ ବସୁଥିବାବେଳେ ଗ୍ରାମାଞ୍ଚଳରେ ବର୍ଷା ପାଇଁ ଲୋକେ ପାରମ୍ପାରିକ ରିତୀନିତୀରେ ଇନ୍ଦ୍ର ପୂଜା କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅର୍ନ୍ତଗତ ଦେଉଲ ଗାଁ ପଞ୍ଚାୟତ ଅର୍ନ୍ତଗତ ବରପିଟା ଗାଁରେ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁସାରେ ବରପିଟା ଗାଁର ଚାଷୀ ମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ମାତ୍ର ବର୍ଷା ଅଭାବରୁ ସେମାନଙ୍କ ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି। କେବଳ ଲଘୁଚାପ ବର୍ଷା ହୋଇଥିବାବେଳେ ବର୍ତ୍ତମାନ ବର୍ଷାର ଜଳ ବିନ୍ଦୁ ଟିଏ ପଡିନଥିବା ସେମାନେ କହିଛନ୍ତି। ତେବେ ଇନ୍ଦ୍ର ଦେବତାଙ୍କ କୋପରୁ ଏଭଳି ହେଉଥିବା କହି ଗ୍ରାମବାସୀ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ସ୍ଥାନୀୟ ପାହାଡ ଉପରକୁ ଚଢି ଇନ୍ଦ୍ର ଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହ ପୁଣି ଗ୍ରାମକୁ ନେଇ ଆସିଥିଲେ। ବରପିଟା ଗାଁର ସମସ୍ତ ପରିବାର କୃଷିକୁ ତାଙ୍କର ଧର୍ମ ମାନୁଥିବାବେଳେ ଏ ବର୍ଷ ବର୍ଷା ଅଭାବରୁ ଚାଷ କାମ ଆଗକୁ ବଢିପାରୁନାହିଁଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯଦି ଇନ୍ଦ୍ର ଦେବତା ପ୍ରସନ୍ନ ନାହାନ୍ତି ତେବେ ବର୍ଷା ର ଅଭାବ ଦେଖାଯାଏ। ତାଙ୍କୁ ର୍ପ୍ରସନ୍ନ କରିବା ପାଇଁ ଗ୍ରାମବାସୀ ଏକ ହୋଇ ପ୍ରଥା ଅନୁସାରେ ବିଭିନ୍ନ ପୂଜା ସାମଗ୍ରୀ , ନୂଆ କପଡା , ଚନ୍ଦନ ,ଆଦି ଅର୍ପଣ କରି ଦେବତାଙ୍କୁ ସନ୍ତୁଷ୍ଟ କରାଯାଏ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

13 Aug 2021 By The Sakala

ଆଷାଢ ଯାଇ ଶ୍ରାବଣ ଆସିଲା କିନ୍ତୁ ଚାଷ ପାଇଁ ହେଲା ନାହିଁ ଆବଶ୍ୟକ ପରିମାଣର ବୃଷ୍ଟିପାତ, ବର୍ଷା ପାଇଁ ଗ୍ରାମବାସୀ ମିଶି କଲେ ଇନ୍ଦ୍ରଙ୍କୁ ପୂଜା

ବଲାଙ୍ଗିର: ମରୁଡି ପ୍ରପିଡୀତ ବଲାଙ୍ଗିର ଜିଲ୍ଲାରେ ଚାଷୀଙ୍କୁ ନିରାଶ କରୁଛି ବର୍ଷା। ଆଷାଢ ଯାଇ ଶ୍ରାବଣ ଆସିଲା କିନ୍ତୁ ଚାଷ ପାଇଁ ଆବଶ୍ୟକ ପରିମାଣର ବୃଷ୍ଟିପାତ ହେଲା ନାହିଁ। ଚାଷ ପାଇଁ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଥିବା ଜିଲ୍ଲାର ଚାଷୀକୁଳ ଏବେଠୁ ମୁଣ୍ଡରେ ହାତ ଦେଇ ବସୁଥିବାବେଳେ ଗ୍ରାମାଞ୍ଚଳରେ ବର୍ଷା ପାଇଁ ଲୋକେ ପାରମ୍ପାରିକ ରିତୀନିତୀରେ ଇନ୍ଦ୍ର ପୂଜା କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅର୍ନ୍ତଗତ ଦେଉଲ ଗାଁ ପଞ୍ଚାୟତ ଅର୍ନ୍ତଗତ ବରପିଟା ଗାଁରେ।

ସୂଚନା ଅନୁସାରେ ବରପିଟା ଗାଁର ଚାଷୀ ମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ମାତ୍ର ବର୍ଷା ଅଭାବରୁ ସେମାନଙ୍କ ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି। କେବଳ ଲଘୁଚାପ ବର୍ଷା ହୋଇଥିବାବେଳେ ବର୍ତ୍ତମାନ ବର୍ଷାର ଜଳ ବିନ୍ଦୁ ଟିଏ ପଡିନଥିବା ସେମାନେ କହିଛନ୍ତି। ତେବେ ଇନ୍ଦ୍ର ଦେବତାଙ୍କ କୋପରୁ ଏଭଳି ହେଉଥିବା କହି ଗ୍ରାମବାସୀ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ସ୍ଥାନୀୟ ପାହାଡ ଉପରକୁ ଚଢି ଇନ୍ଦ୍ର ଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହ ପୁଣି ଗ୍ରାମକୁ ନେଇ ଆସିଥିଲେ। ବରପିଟା ଗାଁର ସମସ୍ତ ପରିବାର କୃଷିକୁ ତାଙ୍କର ଧର୍ମ ମାନୁଥିବାବେଳେ ଏ ବର୍ଷ ବର୍ଷା ଅଭାବରୁ ଚାଷ କାମ ଆଗକୁ ବଢିପାରୁନାହିଁଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯଦି ଇନ୍ଦ୍ର ଦେବତା ପ୍ରସନ୍ନ ନାହାନ୍ତି ତେବେ ବର୍ଷା ର ଅଭାବ ଦେଖାଯାଏ। ତାଙ୍କୁ ର୍ପ୍ରସନ୍ନ କରିବା ପାଇଁ ଗ୍ରାମବାସୀ ଏକ ହୋଇ ପ୍ରଥା ଅନୁସାରେ ବିଭିନ୍ନ ପୂଜା ସାମଗ୍ରୀ , ନୂଆ କପଡା , ଚନ୍ଦନ ,ଆଦି ଅର୍ପଣ କରି ଦେବତାଙ୍କୁ ସନ୍ତୁଷ୍ଟ କରାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର