ପୁଣି ୨ କୋଟିର ବ୍ରାଉନସୁଗର ଜବତ କଲା ଏସଟିଏଫ୍, ୨ ଗିରଫ

The Sakala Picture
Published On

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଖେର୍ଦ୍ଧା କ୍ରାଇମ ବ୍ରାଞ୍ଚ ଏସଟିଏଫ୍ । ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୨ କୋଟି ହେବ ବୋଲି ଜଣାପଡ଼ିଛି। ଏଥିସହ ୨ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ । ଗିରଫଙ୍କ ମଧ୍ୟରୁ ଜଣେ ହତ୍ୟା ମାମଲାରେ ସଂପୃକ୍ତ ସୂଚନା ।

09 Nov 2022 By The Sakala

ପୁଣି ୨ କୋଟିର ବ୍ରାଉନସୁଗର ଜବତ କଲା ଏସଟିଏଫ୍, ୨ ଗିରଫ

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଖେର୍ଦ୍ଧା କ୍ରାଇମ ବ୍ରାଞ୍ଚ ଏସଟିଏଫ୍ । ଜବତ ବ୍ରାଉନସୁଗରର ଆନୁମାନିକ ମୁଲ୍ୟ ୨ କୋଟି ହେବ ବୋଲି ଜଣାପଡ଼ିଛି। ଏଥିସହ ୨ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ । ଗିରଫଙ୍କ ମଧ୍ୟରୁ ଜଣେ ହତ୍ୟା ମାମଲାରେ ସଂପୃକ୍ତ ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର