ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ କାର୍ଯ୍ଯାଳୟରେ ଇଡିର ଚଢାଉ

The Sakala Picture
Published On

ଭୁବନେଶ୍ୱର: ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ କାର୍ଯ୍ଯାଳୟରେ ଇଡିର ଚଢାଉ । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ସକାଳୁ ଚଢାଉ କରିଛି ଇଡି । ଯୋଡାର ଦୁଇଟି ଓ ଭୁବନେଶ୍ବରର ଦୁଇଟି କାର୍ଯ୍ଯାଳୟରେ ଚଢାଉ ଚାଲିଛି । ଆଜି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା […]

ଭୁବନେଶ୍ୱର: ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ କାର୍ଯ୍ଯାଳୟରେ ଇଡିର ଚଢାଉ । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ସକାଳୁ ଚଢାଉ କରିଛି ଇଡି । ଯୋଡାର ଦୁଇଟି ଓ ଭୁବନେଶ୍ବରର ଦୁଇଟି କାର୍ଯ୍ଯାଳୟରେ ଚଢାଉ ଚାଲିଛି । ଆଜି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ରେଡ୍ କରୁଥିବା ସୂଚନା ମିଳିଛି ।

11 May 2022 By The Sakala

ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ କାର୍ଯ୍ଯାଳୟରେ ଇଡିର ଚଢାଉ

ଭୁବନେଶ୍ୱର: ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ କାର୍ଯ୍ଯାଳୟରେ ଇଡିର ଚଢାଉ । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ ହୋଇଛି । ମନି ଲଣ୍ଡରିଂ ମାମଲାରେ ସକାଳୁ ଚଢାଉ କରିଛି ଇଡି । ଯୋଡାର ଦୁଇଟି ଓ ଭୁବନେଶ୍ବରର ଦୁଇଟି କାର୍ଯ୍ଯାଳୟରେ ଚଢାଉ ଚାଲିଛି । ଆଜି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ରେଡ୍ କରୁଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର