ବିଦ୍ୟାଳୟର ବାର୍ଷିକ କ୍ରୀଡାବେଳେ ଅଘଟଣ: ମହୁମାଛି ଆକ୍ରମଣରେ ୪୦ ଛାତ୍ରଛାତ୍ରୀ ଗୁରୁତର…

The Sakala Picture
Published On

ପାଟକୁରା: ମହୁମାଛି ଆକ୍ରମଣରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ରାମ ଚନ୍ଦ୍ର ନୋଡାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଚାଲୁଥିବାବେଳେ ଏକ ମହୁଫେଣାରୁ ମହୁମାଛି ଆସି ଆକ୍ରମଣ କରିବା ଫଳରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଛାତ୍ରାଛାତ୍ରୀଙ୍କୁ ଛତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବିଦ୍ୟାଳୟ ପରିସରରେ ଏକ ଗଛରେ ମହୁମାଛି ଫେଣା ଥିଲା। ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲୁଥିବାବେଳେ ଏହି ମହୁମାଛି […]

ପାଟକୁରା: ମହୁମାଛି ଆକ୍ରମଣରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ରାମ ଚନ୍ଦ୍ର ନୋଡାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଚାଲୁଥିବାବେଳେ ଏକ ମହୁଫେଣାରୁ ମହୁମାଛି ଆସି ଆକ୍ରମଣ କରିବା ଫଳରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଛାତ୍ରାଛାତ୍ରୀଙ୍କୁ ଛତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ସେଲ୍‌ଫି ନେବା ହେଲା କାଳ: ନୀଳଗିରିର ବ୍ଲୁ ଲେକ୍‌ରେ ବୁଡ଼ିଗଲେ ଦୁଇ କଲେଜ ଛାତ୍ର

ସୂଚନା ଅନୁଯାୟୀ, ବିଦ୍ୟାଳୟ ପରିସରରେ ଏକ ଗଛରେ ମହୁମାଛି ଫେଣା ଥିଲା। ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲୁଥିବାବେଳେ ଏହି ମହୁମାଛି ପଲ ସ୍କୁଲର ଅନେକ ପିଲାଙ୍କୁ ଆକ୍ରମଣ କରିବା ଫଳରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିଲେ। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଘଟିଥିବା କହିଛନ୍ତି ଅଭିଭାବକ।

ଆହୁରି ପଢ଼ନ୍ତୁ: ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା: ଉଭୟ ଉପର ଓ ତଳ ପଡ଼ିଆରେ ହେବ ଭବ୍ୟ ଆୟୋଜନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର