ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

The Sakala Picture
Published On

ଫୁଲବାଣୀ: ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ଅନନ୍ତ କୁଦେଇ ( ୩୧)। ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୁଲିସ। ଏ ନେଇ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ୧୬  ତାରିଖ ବୁଧବାର ସନ୍ଧ୍ୟା ସମୟରେ ଅନନ୍ତ ଶିଶୁଟିର ଘରକୁ ଯାଇ ବିସ୍କୁଟ ଖାଇବୁ କାହି ଦୋକାନକୁ ନେବା ଆଳରେ […]

ଫୁଲବାଣୀ: ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ଅନନ୍ତ କୁଦେଇ ( ୩୧)। ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଛାପଡା ପୁଲିସ। ଏ ନେଇ ଥାନା ଅଧିକାରୀ ଚିରଞ୍ଜିବି ବେହେରା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ୧୬  ତାରିଖ ବୁଧବାର ସନ୍ଧ୍ୟା ସମୟରେ ଅନନ୍ତ ଶିଶୁଟିର ଘରକୁ ଯାଇ ବିସ୍କୁଟ ଖାଇବୁ କାହି ଦୋକାନକୁ ନେବା ଆଳରେ ନିକଟସ୍ଥ ଘାଟିକୁ ନେଇ ଜୋର ଜବରଦସ୍ତ ଶିଶୁକୁ ଦୁଷ୍କର୍ମ କରିଥିବା ଶିଶୁର ମାଆ ଗୋଛାପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନା ଅଧିକାରୀ ଅଭିଯୁକ୍ତ ଚିରଞ୍ଜିବି ବେହେରାକୁ ଧରି ଥାନାରେ ପଚାର ଉଚରା କରି ଆଜି କୋର୍ଟ ଚାଲାଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର