ପାରିବାରିକ କଳହରୁ ନିଜ ୭ ବର୍ଷର ପୁଅକୁ ବିକି ଦେଲା ମାଆ !

The Sakala Picture
Published On

ଯାଜପୁର: ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି। ନିଜର କୁନି ପୁଅକୁ ବିକ୍ରି କରିଦେଲା ମାଆ। ଯାଜପୁର ବଡ଼ସୁଆର ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସହ ଝଗଡ଼ା କରି ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ। ସାଙ୍ଗରେ ୩ ବର୍ଷର ପୁଅକୁ ନେଇଯାଇଥିଲେ ମାଆ । ୪ ବର୍ଷ ପରେ ଫେରିବା ବେଳକୁ ପୁଅକୁ ବିକି ଦେଇଥିବା କହିଲେ ମାଆ। ୭ ବର୍ଷର ପୁଅ ସାଇରାମକୁ ଖୋଜି ନୟାନ୍ତ ହେଲେଣି ବାପା ଓ ଜେଜେମାଆ। […]

ଯାଜପୁର: ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି। ନିଜର କୁନି ପୁଅକୁ ବିକ୍ରି କରିଦେଲା ମାଆ। ଯାଜପୁର ବଡ଼ସୁଆର ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସହ ଝଗଡ଼ା କରି ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ। ସାଙ୍ଗରେ ୩ ବର୍ଷର ପୁଅକୁ ନେଇଯାଇଥିଲେ ମାଆ । ୪ ବର୍ଷ ପରେ ଫେରିବା ବେଳକୁ ପୁଅକୁ ବିକି ଦେଇଥିବା କହିଲେ ମାଆ।

ଆହୁରି ପଢ଼ନ୍ତୁ: ମହାସମାରୋହରେ ପାଳିତ ହେଉଛି ରଜ ପର୍ବର ଶେଷ ଦିନ: ଉତ୍ସବ ମୁଖର ସମଗ୍ର ଓଡ଼ିଶା

୭ ବର୍ଷର ପୁଅ ସାଇରାମକୁ ଖୋଜି ନୟାନ୍ତ ହେଲେଣି ବାପା ଓ ଜେଜେମାଆ। ଏ ନେଇ ପରିବାର ଲୋକ ଗତ ବୁଧବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁଅକୁ ଖୋଜିଆଣିବାକୁ କରିଛନ୍ତି ନିବେଦନ। ଅଭିଯୋଗ କଲାପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବାରୁ ଦୁଃଖରେ ଅଛନ୍ତି ପୂରା ପରିବାର।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଅଭାବନୀୟ ଘଟଣା: ପରସ୍ପରକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ

23 May 2025 By The Sakala

ପାରିବାରିକ କଳହରୁ ନିଜ ୭ ବର୍ଷର ପୁଅକୁ ବିକି ଦେଲା ମାଆ !

ଯାଜପୁର: ପାରିବାରିକ କଳହରୁ ମାଆ ନେଲା କଠୋର ନିଷ୍ପତ୍ତି। ନିଜର କୁନି ପୁଅକୁ ବିକ୍ରି କରିଦେଲା ମାଆ। ଯାଜପୁର ବଡ଼ସୁଆର ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ସହ ଝଗଡ଼ା କରି ବାପଘରକୁ ଚାଲି ଯାଇଥିଲେ ସ୍ତ୍ରୀ। ସାଙ୍ଗରେ ୩ ବର୍ଷର ପୁଅକୁ ନେଇଯାଇଥିଲେ ମାଆ । ୪ ବର୍ଷ ପରେ ଫେରିବା ବେଳକୁ ପୁଅକୁ ବିକି ଦେଇଥିବା କହିଲେ ମାଆ।

୭ ବର୍ଷର ପୁଅ ସାଇରାମକୁ ଖୋଜି ନୟାନ୍ତ ହେଲେଣି ବାପା ଓ ଜେଜେମାଆ। ଏ ନେଇ ପରିବାର ଲୋକ ଗତ ବୁଧବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁଅକୁ ଖୋଜିଆଣିବାକୁ କରିଛନ୍ତି ନିବେଦନ। ଅଭିଯୋଗ କଲାପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବାରୁ ଦୁଃଖରେ ଅଛନ୍ତି ପୂରା ପରିବାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର