ନିଖୋଜ ୬ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର
ଯାଜପୁର: ନିଖୋଜ ୬ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର। ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ସାହାଣୀଡିହ ପଞ୍ଚାୟତରୁ। ସୂଚନା ଅନୁଯାୟୀ ଚାରଗୋଠ ଗ୍ରାମର ବାଉରୀ ବନ୍ଧୁ ରାଉତଙ୍କ ୬ ବର୍ଷର ନାବାଳକ ପୁଅ ଯିଏକି ମାମୁଁଘରେ ରହିଥିଲେ। ଗତକାଲି ସାନ୍ଧ୍ୟରେ ଘର ପାଖକୁ ଟିଉସନ ଯାଇଥିଲେ। ଦିର୍ଘ୍ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଏ ନେଇ ପରିବାର ଲୋକେ […]
ଯାଜପୁର: ନିଖୋଜ ୬ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର। ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ସାହାଣୀଡିହ ପଞ୍ଚାୟତରୁ।
ସୂଚନା ଅନୁଯାୟୀ ଚାରଗୋଠ ଗ୍ରାମର ବାଉରୀ ବନ୍ଧୁ ରାଉତଙ୍କ ୬ ବର୍ଷର ନାବାଳକ ପୁଅ ଯିଏକି ମାମୁଁଘରେ ରହିଥିଲେ। ଗତକାଲି ସାନ୍ଧ୍ୟରେ ଘର ପାଖକୁ ଟିଉସନ ଯାଇଥିଲେ। ଦିର୍ଘ୍ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଏ ନେଇ ପରିବାର ଲୋକେ ଜେନାପୁର ପୋଲିସକୁ ଖବର ଦେଇଥିଲେ। ଏ ନେଇ ପୋଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ହେଲେ ନାବାଳକଙ୍କ ଏକ ପଥର ଖାଦାନ ଭିତର ପାଣିରୁ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏ ନେଇ ଜେନାପୁର ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।