ବଚସାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା…

The Sakala Picture
Published On

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନ୍ଦନ ବିଷୋୟୀ। ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ। ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠ ଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ ବଚସା ପରେ ଘଟଣା ଉଗ୍ର […]

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନ୍ଦନ ବିଷୋୟୀ। ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ। ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠ ଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ ବଚସା ପରେ ଘଟଣା ଉଗ୍ର ହୋଇଥିଲା। ପରେ ସରପଞ୍ଚ ଓ ଚନ୍ଦନ ଗୋଷ୍ଠୀ ମଧ୍ୟରେ ବାଡ଼ା ବାଡି ହୋଇଥିଲା। ଘଟଣା ସ୍ଥଳରେ ଛୁରୀ ଓ ଅନନ୍ୟ ହତିଆର ପଡି ରହିଛି। ଚନ୍ଦନ ମୃତଦେହକୁ ପୁଲିସ ଜବତ କରି ହିଞ୍ଜିଳିକାଟୁ ମେଡିକାଲରେ ରଖିଥିବା ବେଳେ ଅଧିକ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

06 Sep 2025 By The Sakala

ବଚସାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା…

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥ ପୁର ଗ୍ରାମର ଚନ୍ଦନ ବିଷୋୟୀ। ସେ କଙ୍କରଡ଼ା ଗ୍ରାମରେ ଭଡ଼ାରେ ରହୁଥିଲେ। ଗତ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠ ଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ସେଠାରେ ବଚସା ପରେ ଘଟଣା ଉଗ୍ର ହୋଇଥିଲା। ପରେ ସରପଞ୍ଚ ଓ ଚନ୍ଦନ ଗୋଷ୍ଠୀ ମଧ୍ୟରେ ବାଡ଼ା ବାଡି ହୋଇଥିଲା। ଘଟଣା ସ୍ଥଳରେ ଛୁରୀ ଓ ଅନନ୍ୟ ହତିଆର ପଡି ରହିଛି। ଚନ୍ଦନ ମୃତଦେହକୁ ପୁଲିସ ଜବତ କରି ହିଞ୍ଜିଳିକାଟୁ ମେଡିକାଲରେ ରଖିଥିବା ବେଳେ ଅଧିକ ତଦନ୍ତ କରୁଛି।

https://www.thesakala.in/latest-odisha-news/ganjam/young-man-brutally-murdered-over-dispute/article-42261
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର