ମୁଣ୍ଡଳୀରେ ପହଞ୍ଚିଲା ଏ ବର୍ଷର ପ୍ରଥମ ବନ୍ୟାଜଳ, ପ୍ରବାହିତ ହେଉଛି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ…

The Sakala Picture
Published On

କଟକ: କଟକ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ ଦେଇ ଆଜି ସକାଳ ୬ଟାରୁ ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଯାହା ଆଜି ସନ୍ଧ୍ୟା ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳରେ ପହଞ୍ଚିବ। ୯ ଲକ୍ଷ କ୍ୟୁସେକ ହେଲେ ବନ୍ୟା ହେବ। ହୀରାକୁଦର ୨୦ଟି ଗେଟ ଖୋଲାଯାଇଛି। ବର୍ଷା ଆସିଲେ, ପରବର୍ତ୍ତି ପଦକ୍ଷେପ ନିଆଯିବ। ସୁବର୍ଣ୍ଣରେଖା ରାଜଘାଟ ଠାରେ ଆସନ୍ତାକାଲି […]

କଟକ: କଟକ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ ଦେଇ ଆଜି ସକାଳ ୬ଟାରୁ ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଯାହା ଆଜି ସନ୍ଧ୍ୟା ସୁଦ୍ଧା ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳରେ ପହଞ୍ଚିବ। ୯ ଲକ୍ଷ କ୍ୟୁସେକ ହେଲେ ବନ୍ୟା ହେବ। ହୀରାକୁଦର ୨୦ଟି ଗେଟ ଖୋଲାଯାଇଛି। ବର୍ଷା ଆସିଲେ, ପରବର୍ତ୍ତି ପଦକ୍ଷେପ ନିଆଯିବ। ସୁବର୍ଣ୍ଣରେଖା ରାଜଘାଟ ଠାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସତର୍କ ସଙ୍କେତ ଛୁଇଁବ। ହେଲେ ତା’ ପରେ ଆଉ ଜଳସ୍ତର ବଢିବ ନାହିଁ। କାରଣ ଉପରମୁଣ୍ଡରେ ୧୦୦ mm ବର୍ଷା ହୋଇଛି। ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ବିଶେଷ ଜଳ ନିଷ୍କାସନ ହେଉନାହିଁ। ବ୍ରାହ୍ମଣୀର ଦୁଇଟି ଗେଟରୁ ଜଳ ନିଷ୍କାସନ ହେଉଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର