ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ: ଶାଶୁ ମୃତ, ବୋହୁ ଗୁରୁତର

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ରାତିରେ ଶାଶୁ-ବୋହୂ ଶୋଇଥିବା ବେଳେ ତାଙ୍କ ଉପରକୁ ମାଟି କାନ୍ଥ ଭୁଶୁଡି ପଡିଛି। ଫଳରେ ଘଟଣାସ୍ଥଳରେ ଶାଶୁଙ୍କ ମୃତ୍ଯୁ ଘଟିଥିବା ବେଳେ ବୋହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଶାଶୁଙ୍କ ନାଁ  କଦଳି ସାହୁ ଓ ଗୁରତର ବୋହୁଙ୍କ ନାଁ ରିନା ସାହୁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଘରଟି ଚାଳଛପର […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ରାତିରେ ଶାଶୁ-ବୋହୂ ଶୋଇଥିବା ବେଳେ ତାଙ୍କ ଉପରକୁ ମାଟି କାନ୍ଥ ଭୁଶୁଡି ପଡିଛି। ଫଳରେ ଘଟଣାସ୍ଥଳରେ ଶାଶୁଙ୍କ ମୃତ୍ଯୁ ଘଟିଥିବା ବେଳେ ବୋହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଶାଶୁଙ୍କ ନାଁ  କଦଳି ସାହୁ ଓ ଗୁରତର ବୋହୁଙ୍କ ନାଁ ରିନା ସାହୁ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ସୂଚନା ଅନୁଯାୟୀ, ଘରଟି ଚାଳଛପର ଘର ହୋଇଥିବାରୁ ଅତ୍ୟଧିକ ବର୍ଷା ହେବା କାରଣରୁ ଘରେ ପାଣି ଗଳିବା ସାଙ୍ଗକୁ ମାଟି କାନ୍ଥ ଦୂର୍ବଳ ଥିଲା। ଗତକାଲି ବିଳମ୍ବିତ ରାତିରେ ଶାଶୁ ବୋହୁ ଶୋଇଥିବା ବେଳେ କାନ୍ଥଟି ଖସିପଡିଥିଲା। ପରିବାର ଲୋକ ସଙ୍ଗେସଙ୍ଗେ ଉଭୟ ଶାଶୁ ଓ ବୋହୁଙ୍କୁ ଉଧାର କରିଥିଲେ ମଧ୍ୟ ଶାଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବୋହୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି। ଘଟଣା ସ୍ଥଳରେ ବିରାଶାଳ ଆରଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରି ନିୟମ ଅନୁସାରେ ସରକାରି ସହାୟତା ଯୋଗାଇଦିଆଯିବ ନେଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

28 Sep 2021 By The Sakala

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ: ଶାଶୁ ମୃତ, ବୋହୁ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ରାତିରେ ଶାଶୁ-ବୋହୂ ଶୋଇଥିବା ବେଳେ ତାଙ୍କ ଉପରକୁ ମାଟି କାନ୍ଥ ଭୁଶୁଡି ପଡିଛି। ଫଳରେ ଘଟଣାସ୍ଥଳରେ ଶାଶୁଙ୍କ ମୃତ୍ଯୁ ଘଟିଥିବା ବେଳେ ବୋହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଶାଶୁଙ୍କ ନାଁ  କଦଳି ସାହୁ ଓ ଗୁରତର ବୋହୁଙ୍କ ନାଁ ରିନା ସାହୁ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଘରଟି ଚାଳଛପର ଘର ହୋଇଥିବାରୁ ଅତ୍ୟଧିକ ବର୍ଷା ହେବା କାରଣରୁ ଘରେ ପାଣି ଗଳିବା ସାଙ୍ଗକୁ ମାଟି କାନ୍ଥ ଦୂର୍ବଳ ଥିଲା। ଗତକାଲି ବିଳମ୍ବିତ ରାତିରେ ଶାଶୁ ବୋହୁ ଶୋଇଥିବା ବେଳେ କାନ୍ଥଟି ଖସିପଡିଥିଲା। ପରିବାର ଲୋକ ସଙ୍ଗେସଙ୍ଗେ ଉଭୟ ଶାଶୁ ଓ ବୋହୁଙ୍କୁ ଉଧାର କରିଥିଲେ ମଧ୍ୟ ଶାଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବୋହୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି। ଘଟଣା ସ୍ଥଳରେ ବିରାଶାଳ ଆରଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରି ନିୟମ ଅନୁସାରେ ସରକାରି ସହାୟତା ଯୋଗାଇଦିଆଯିବ ନେଇ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର