ଆଇଗିଣିଆ NH ଦବିବା ଘଟଣା, ଛାତ୍ର କଂଗ୍ରେସର ବିକ୍ଷୋଭ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ବର ଆଇଗିଣିଆ ଏନଏଚ ଦବିବା ଘଟଣା । ଏନଏଚଏଆଇ କାର୍ଯ୍ୟାଳୟ ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ। କାର୍ଯ୍ୟରେ ଅନିୟମିତତା ଓ ଏନଏଚଏଆଇର ଅପାରଗତା ବିରୋଧରେ ଗର୍ଜିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ମାତ୍ର ୬ ମାସରେ କେମିତି ଫ୍ଲାଏଓଭର ରାସ୍ତା ଦବିଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗତ ୮ତାରିଖ ଦିନ ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ୫ ଫୁଟ ଦବିଯାଇଥିଲା । ୬ମାସ ତଳେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଜାତୀୟ ରାଜପଥରେ ଫ୍ଲାଏଓଭର ରାସ୍ତାଟି […]

ଭୁବନେଶ୍ବର: ଭୁବନେଶ୍ବର ଆଇଗିଣିଆ ଏନଏଚ ଦବିବା ଘଟଣା । ଏନଏଚଏଆଇ କାର୍ଯ୍ୟାଳୟ ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ। କାର୍ଯ୍ୟରେ ଅନିୟମିତତା ଓ ଏନଏଚଏଆଇର ଅପାରଗତା ବିରୋଧରେ ଗର୍ଜିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ମାତ୍ର ୬ ମାସରେ କେମିତି ଫ୍ଲାଏଓଭର ରାସ୍ତା ଦବିଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗତ ୮ତାରିଖ ଦିନ ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ୫ ଫୁଟ ଦବିଯାଇଥିଲା । ୬ମାସ ତଳେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଜାତୀୟ ରାଜପଥରେ ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା। ତେବେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

12 Jul 2024 By The Sakala

ଆଇଗିଣିଆ NH ଦବିବା ଘଟଣା, ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ବର ଆଇଗିଣିଆ ଏନଏଚ ଦବିବା ଘଟଣା । ଏନଏଚଏଆଇ କାର୍ଯ୍ୟାଳୟ ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ। କାର୍ଯ୍ୟରେ ଅନିୟମିତତା ଓ ଏନଏଚଏଆଇର ଅପାରଗତା ବିରୋଧରେ ଗର୍ଜିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ମାତ୍ର ୬ ମାସରେ କେମିତି ଫ୍ଲାଏଓଭର ରାସ୍ତା ଦବିଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଗତ ୮ତାରିଖ ଦିନ ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ୫ ଫୁଟ ଦବିଯାଇଥିଲା । ୬ମାସ ତଳେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଜାତୀୟ ରାଜପଥରେ ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା। ତେବେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର