SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ BLO ନିଲମ୍ବିତ

Madhusudan Das Picture
Published On

ବୌଦ୍ଧ: SIR କାର୍ଯ୍ୟରେ ଅବହେଳା । ବୌଦ୍ଧର ୨ ଜଣ BLO ନିଲମ୍ବିତ । ବୌଦ୍ଧ ବିଧାନସଭା କ୍ଷେତ୍ରରେ ଚାଲିଥିବା ଭୋଟର ତାଲିକାର ସଂଶୋଧନ (SIR) କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ଅଭିଯୋଗରେ ୧୭୬- ବୁଥ ର ଗଣ୍ଡିସର BLO ବିରେନ୍ଦ୍ର ବେହେରା ଓ ୧୬୯ ବୁଥ -ଖରର୍ଭୁଇଁ BLO ଶିବ ଚନ୍ଦ୍ର ଗାଆଣଙ୍କୁ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ତୁରନ୍ତ  ନିଲମ୍ବନ କରିଛନ୍ତି। ବାରମ୍ବାର ନୋଟିସ୍ ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗ ନଦେବାରୁ ଏହି ପଦକ୍ଷେପ ନିଆଯାଇଛି। ସେମାନଙ୍କ ବିରୋଧରେ OCS (CCA) ନିୟମ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର ଅସଲ କାରଣ...

18 Jun 2026 By Madhusudan Das

SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ BLO ନିଲମ୍ବିତ

ବୌଦ୍ଧ: SIR କାର୍ଯ୍ୟରେ ଅବହେଳା । ବୌଦ୍ଧର ୨ ଜଣ BLO ନିଲମ୍ବିତ । ବୌଦ୍ଧ ବିଧାନସଭା କ୍ଷେତ୍ରରେ ଚାଲିଥିବା ଭୋଟର ତାଲିକାର ସଂଶୋଧନ (SIR) କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ଅଭିଯୋଗରେ ୧୭୬- ବୁଥ ର ଗଣ୍ଡିସର BLO ବିରେନ୍ଦ୍ର ବେହେରା ଓ ୧୬୯ ବୁଥ -ଖରର୍ଭୁଇଁ BLO ଶିବ ଚନ୍ଦ୍ର ଗାଆଣଙ୍କୁ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ତୁରନ୍ତ  ନିଲମ୍ବନ କରିଛନ୍ତି। ବାରମ୍ବାର ନୋଟିସ୍ ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗ ନଦେବାରୁ ଏହି ପଦକ୍ଷେପ ନିଆଯାଇଛି। ସେମାନଙ୍କ ବିରୋଧରେ OCS (CCA) ନିୟମ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର