ମନୋରଞ୍ଜନ
ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଛି ମହାବଳ ବାଘ…
ବୌଦ୍ଧ: ବୌଦ୍ଧ ଜିଲ୍ଲା ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ। ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ। ପୋଖରୀ ଖୋଳିବା ସମୟରେ ଜଙ୍ଗଲ ଭିତରୁ ଏକ ବାଘ ବାହାରିଥିଲା। ବାଘ ଦେଖି ଗାଁକୁ ଧାଇଁଥିଲେ ଲୋକେ। ଖବର ପାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।