ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ

The Sakala Picture
Published On

ବୌଦ୍ଧ: ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ । ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ଘରର ସମସ୍ତେ ସୋଇଥିବା ବେଳେ ବିଷଧର ସାପ କାମୁଡିଥିଲା । ସମସ୍ତଙ୍କୁ ଗ୍ରାମବାସୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ବୌଦ୍ଧ ଆଦର୍ଶ ଥାନା ଟିକରପଡ଼ା ପଂଚାୟତ ଅନ୍ତର୍ଗତ ଚଡେଆପଲି ଗ୍ରାମରେ ଅଘଟଣ । ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ […]

ବୌଦ୍ଧ: ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ । ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ଘରର ସମସ୍ତେ ସୋଇଥିବା ବେଳେ ବିଷଧର ସାପ କାମୁଡିଥିଲା । ସମସ୍ତଙ୍କୁ ଗ୍ରାମବାସୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ବୌଦ୍ଧ ଆଦର୍ଶ ଥାନା ଟିକରପଡ଼ା ପଂଚାୟତ ଅନ୍ତର୍ଗତ ଚଡେଆପଲି ଗ୍ରାମରେ ଅଘଟଣ । ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ ଶୁଭରେଖା ମଲ୍ଲିକ(୧୨) ଓ  ସାନ ଝିଅ ସୁରଭୀ ମଲ୍ଲିକ (୩ ବର୍ଷ)।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

09 Sep 2024 By The Sakala

ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ

ବୌଦ୍ଧ: ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ । ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ଘରର ସମସ୍ତେ ସୋଇଥିବା ବେଳେ ବିଷଧର ସାପ କାମୁଡିଥିଲା । ସମସ୍ତଙ୍କୁ ଗ୍ରାମବାସୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ବୌଦ୍ଧ ଆଦର୍ଶ ଥାନା ଟିକରପଡ଼ା ପଂଚାୟତ ଅନ୍ତର୍ଗତ ଚଡେଆପଲି ଗ୍ରାମରେ ଅଘଟଣ । ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ ଶୁଭରେଖା ମଲ୍ଲିକ(୧୨) ଓ  ସାନ ଝିଅ ସୁରଭୀ ମଲ୍ଲିକ (୩ ବର୍ଷ)।

https://www.thesakala.in/latest-odisha-news/boudh/three-sisters-lost-their-lives-in-snake-bites/article-35024
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର