ଡମଣା ଛକରେ ରାସ୍ତା ଉପରେ ଜଳିଗଲା ବିଏମ୍‌ସି ସଫେଇ ଗାଡି

The Sakala Picture
Published On

ଭୁବନେଶ୍ୱର: ଡମଣା ଛକରେ ଆଜି ଏକ ବିଏମ୍‌ସି ସଫେଇ ଗାଡିରେ ନିଆଁ ଲାଗିଯାଇଛି। ରାସ୍ତାରୁ ବାଲି ସଫା କରିବା ବେଳେ ହଠାତ୍‌ ଗାଡିରେ ନିଆଁ  ଲାଗିଯାଇଥିଲ। ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ ଏକ ବିଏମ୍‌ସି ସଫେଇ ଗାଡି ରାସ୍ତା ସଫା କରୁଥିଲା। ଏହି ସମୟରେ ସଫେଇ ଗାଡିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଯାହାଫଳରେ ଗାଡିଟି ହୁତୁହୁତୁ ହୋଇ ଜଳିଥିଲା। ଗାଡିଟି ପୁରା ପୋଡି ପାଉଁଶ ହୋଇଯାଇଛି। ମୋବିଲ ଲିକ୍‌ ଯୋଗୁ […]

ଭୁବନେଶ୍ୱର: ଡମଣା ଛକରେ ଆଜି ଏକ ବିଏମ୍‌ସି ସଫେଇ ଗାଡିରେ ନିଆଁ ଲାଗିଯାଇଛି। ରାସ୍ତାରୁ ବାଲି ସଫା କରିବା ବେଳେ ହଠାତ୍‌ ଗାଡିରେ ନିଆଁ  ଲାଗିଯାଇଥିଲ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ ଏକ ବିଏମ୍‌ସି ସଫେଇ ଗାଡି ରାସ୍ତା ସଫା କରୁଥିଲା। ଏହି ସମୟରେ ସଫେଇ ଗାଡିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଯାହାଫଳରେ ଗାଡିଟି ହୁତୁହୁତୁ ହୋଇ ଜଳିଥିଲା। ଗାଡିଟି ପୁରା ପୋଡି ପାଉଁଶ ହୋଇଯାଇଛି। ମୋବିଲ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ଗାଡିରେ ନିଆଁ ଲାଗିଥିବା ଖବର ପାଇ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଫଳରେ କିଛି ସମୟ ପାଇଁ ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

14 Jan 2025 By The Sakala

ଡମଣା ଛକରେ ରାସ୍ତା ଉପରେ ଜଳିଗଲା ବିଏମ୍‌ସି ସଫେଇ ଗାଡି

ଭୁବନେଶ୍ୱର: ଡମଣା ଛକରେ ଆଜି ଏକ ବିଏମ୍‌ସି ସଫେଇ ଗାଡିରେ ନିଆଁ ଲାଗିଯାଇଛି। ରାସ୍ତାରୁ ବାଲି ସଫା କରିବା ବେଳେ ହଠାତ୍‌ ଗାଡିରେ ନିଆଁ  ଲାଗିଯାଇଥିଲ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ ଏକ ବିଏମ୍‌ସି ସଫେଇ ଗାଡି ରାସ୍ତା ସଫା କରୁଥିଲା। ଏହି ସମୟରେ ସଫେଇ ଗାଡିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଯାହାଫଳରେ ଗାଡିଟି ହୁତୁହୁତୁ ହୋଇ ଜଳିଥିଲା। ଗାଡିଟି ପୁରା ପୋଡି ପାଉଁଶ ହୋଇଯାଇଛି। ମୋବିଲ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ଗାଡିରେ ନିଆଁ ଲାଗିଥିବା ଖବର ପାଇ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଫଳରେ କିଛି ସମୟ ପାଇଁ ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର