ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ

The Sakala Picture
Published On

ଭୁବନେଶ୍ବର: ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚୟନ କରାଯାଇଥିବା ସମସ୍ତ ୧୫ ଜଣ ସଦସ୍ୟ ବୈଠକରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା କରାଯାଇଛି । ବିଜେଡି ଯାହା ଓଡ଼ିଶାବାସୀଙ୍କ ଦୀର୍ଘ ଦିନରୁ […]

ଭୁବନେଶ୍ବର: ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚୟନ କରାଯାଇଥିବା ସମସ୍ତ ୧୫ ଜଣ ସଦସ୍ୟ ବୈଠକରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା କରାଯାଇଛି । ବିଜେଡି ଯାହା ଓଡ଼ିଶାବାସୀଙ୍କ ଦୀର୍ଘ ଦିନରୁ ସମର୍ଥନ ପାଇଛି, ଆଜି ବିରୋଧୀ ଦଳରେ ଅଛି । ବିକାଶ ସଂକଳ୍ପ ଆଗକୁ ନେବାକୁ ସଂଗଠନ ଢାଞ୍ଚା ଓ ଦଳକୁ ଆଗକୁ ନେବାକୁ ଆଲୋଚନା ଜାରି ରହିଛି । ଏହାକୁ ଅନୁମୋଦନ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରାଯିବା ସହ ଏହାର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା।

ଆହୁରି ପଢ଼ନ୍ତୁ: ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି

08 Aug 2024 By The Sakala

ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ

ଭୁବନେଶ୍ବର: ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟନୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚୟନ କରାଯାଇଥିବା ସମସ୍ତ ୧୫ ଜଣ ସଦସ୍ୟ ବୈଠକରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା କରାଯାଇଛି । ବିଜେଡି ଯାହା ଓଡ଼ିଶାବାସୀଙ୍କ ଦୀର୍ଘ ଦିନରୁ ସମର୍ଥନ ପାଇଛି, ଆଜି ବିରୋଧୀ ଦଳରେ ଅଛି । ବିକାଶ ସଂକଳ୍ପ ଆଗକୁ ନେବାକୁ ସଂଗଠନ ଢାଞ୍ଚା ଓ ଦଳକୁ ଆଗକୁ ନେବାକୁ ଆଲୋଚନା ଜାରି ରହିଛି । ଏହାକୁ ଅନୁମୋଦନ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରାଯିବା ସହ ଏହାର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର