ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ, ୨ଗିରଫ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ଆଦର୍ଶ ଥାନା ଅନ୍ତର୍ଗତ ନୁଆବଜାର ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର କାର୍ଯ୍ଯବଳ ପକ୍ଷରୁ ଚଢାଉ କରାଯାଇ ୧ କେଜି ୫ ୨ ଗ୍ରାମର ଧଳାଜହର ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି।ଜବତ ବ୍ରାଉନସୁଗର ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସଂପୃକ୍ତ ବିଭାଗ ସୂତ୍ରରୁ ପ୍ରକାଶ। ଗିରଫ ହୋଇଥିବା ଅଭିଯୁକ୍ତ ୨ଜଣ ହେଲେ ନୟାବଜାର ଅଞ୍ଚଳର ବାପି ଓରଫ ଅଶୋକ କୁମାର ବେହେରା ଏବଂ ବିହାର […]

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ଆଦର୍ଶ ଥାନା ଅନ୍ତର୍ଗତ ନୁଆବଜାର ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର କାର୍ଯ୍ଯବଳ ପକ୍ଷରୁ ଚଢାଉ କରାଯାଇ ୧ କେଜି ୫ ୨ ଗ୍ରାମର ଧଳାଜହର ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି।ଜବତ ବ୍ରାଉନସୁଗର ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସଂପୃକ୍ତ ବିଭାଗ ସୂତ୍ରରୁ ପ୍ରକାଶ। ଗିରଫ ହୋଇଥିବା ଅଭିଯୁକ୍ତ ୨ଜଣ ହେଲେ ନୟାବଜାର ଅଞ୍ଚଳର ବାପି ଓରଫ ଅଶୋକ କୁମାର ବେହେରା ଏବଂ ବିହାର ରାଜ୍ୟର ପାଟଣା ଜିଲ୍ଲା ଅନ୍ତର୍ଗତ ଆରା ଅଞ୍ଚଳର ବିଜୟ କୁମାର ଯାଦବ।

ତେବେ ଏହି ୨ଜଣ ଅଭିଯୁକ୍ତ ଅଧିକ ପରିମାଣର ବ୍ରାଉନସୁଗର ବାହାର ଦେଶରୁ ଆଣି ଗୋପନୀୟ ସ୍ଥାନରେ ଗଚ୍ଛିତ ରଖିଥିଲେ। ପରେ ଏହି ଧଳା ଜହରକୁ ଛୋଟଛୋଟ ପୁଡିଆ କରି ବିକ୍ରି କରୁଥିଲେ। କୌଣସି ସୂତ୍ରରୁ ଜାଣିପାରି ସ୍ଵତନ୍ତ୍ର କାର୍ଯ୍ଯବଳ ନୁଆବଜାର ପରିବା ମାର୍କେଟରେ ଚଢାଉ କରି ଉପରୋକ୍ତ ଅଭିଯୁକ୍ତ ୨ଜଣଙ୍କ ଠାରୁ ବ୍ରାଉନ ସୁଗାର ଜବତ କରିଥିଲେ।

10 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର