ଗିରଫ ହେଲେ ରସିକିଆ ଟେଲର ଶିକ୍ଷକ, ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ଟଙ୍କା ଓ ଅଳଙ୍କାର

The Sakala Picture
Published On

କେନ୍ଦ୍ରାପଡା: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ରସକିଆ ଟେଲର ମାଷ୍ଟର ଲକ୍ଷାଧିକ ଟଙ୍କା ଆଉ ସୁନା ଅଳଙ୍କାର ଲୁଟିବା ମହଙ୍ଗା ପଡିଛି l ଏନେଇ ଗତ ୧୨ ତାରିଖରେ ଖବର ପ୍ରକାଶ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଟେଲର ମାଷ୍ଟର ହେଲେ ପଟ୍ଟାମୁଣ୍ଡାଇ ଥାନା ଜଗନ୍ନାଥପୁର ଗ୍ରାମର ଅବିନାଶ ରାଉତ l ପୋଲିସ ତାଙ୍କ ନିକଟରୁ ୧୫ ଭରି ସୁନା ଏବଂ ୯୦ ହଜାର ଟଙ୍କା […]

କେନ୍ଦ୍ରାପଡା: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ରସକିଆ ଟେଲର ମାଷ୍ଟର ଲକ୍ଷାଧିକ ଟଙ୍କା ଆଉ ସୁନା ଅଳଙ୍କାର ଲୁଟିବା ମହଙ୍ଗା ପଡିଛି l ଏନେଇ ଗତ ୧୨ ତାରିଖରେ ଖବର ପ୍ରକାଶ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଟେଲର ମାଷ୍ଟର ହେଲେ ପଟ୍ଟାମୁଣ୍ଡାଇ ଥାନା ଜଗନ୍ନାଥପୁର ଗ୍ରାମର ଅବିନାଶ ରାଉତ l ପୋଲିସ ତାଙ୍କ ନିକଟରୁ ୧୫ ଭରି ସୁନା ଏବଂ ୯୦ ହଜାର ଟଙ୍କା ଜବତ କରିଛି l ପ୍ରକାଶ ଯୋଗ୍ୟ, ଯୁବତୀଙ୍କୁ ଟେଲରିଂ ଶିକ୍ଷା ଦେବା ଆଳରେ ପ୍ରେମ ଜାଲରେ ଫସାଇ ସର୍ବସ୍ୱ ଲୁଟିନେଇଥିଲେ ଏହି ରସକିଆ ଟେଲର ମାଷ୍ଟର l

ଆହୁରି ପଢ଼ନ୍ତୁ: ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ପ୍ରସୂଚି ପଣ୍ଡା, ଆନ୍ତର୍ଜାତୀୟ ମଞ୍ଚରେ କରିବେ ଭାରତର ପ୍ରତିନିଧିତ୍ୱ

13 Aug 2021 By The Sakala

ଗିରଫ ହେଲେ ରସିକିଆ ଟେଲର ଶିକ୍ଷକ, ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲେ ଟଙ୍କା ଓ ଅଳଙ୍କାର

କେନ୍ଦ୍ରାପଡା: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ରସକିଆ ଟେଲର ମାଷ୍ଟର ଲକ୍ଷାଧିକ ଟଙ୍କା ଆଉ ସୁନା ଅଳଙ୍କାର ଲୁଟିବା ମହଙ୍ଗା ପଡିଛି l ଏନେଇ ଗତ ୧୨ ତାରିଖରେ ଖବର ପ୍ରକାଶ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଟେଲର ମାଷ୍ଟର ହେଲେ ପଟ୍ଟାମୁଣ୍ଡାଇ ଥାନା ଜଗନ୍ନାଥପୁର ଗ୍ରାମର ଅବିନାଶ ରାଉତ l ପୋଲିସ ତାଙ୍କ ନିକଟରୁ ୧୫ ଭରି ସୁନା ଏବଂ ୯୦ ହଜାର ଟଙ୍କା ଜବତ କରିଛି l ପ୍ରକାଶ ଯୋଗ୍ୟ, ଯୁବତୀଙ୍କୁ ଟେଲରିଂ ଶିକ୍ଷା ଦେବା ଆଳରେ ପ୍ରେମ ଜାଲରେ ଫସାଇ ସର୍ବସ୍ୱ ଲୁଟିନେଇଥିଲେ ଏହି ରସକିଆ ଟେଲର ମାଷ୍ଟର l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର