ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା ପାଇଁ କନ୍ଧମାଳ ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା

The Sakala Picture
Published On

କନ୍ଧମାଳ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା। ଫୁଲବାଣୀରେ ପଞାୟତରାଜ ମନ୍ତ୍ରୀ ପହଁଞ୍ଚିବା ପରେ ବହୁ ଚର୍ଚିତ ଯୋଡା ମୁଣ୍ଡ ଶିଶୁ ଜଗାକୁ ଦେଖିବା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଜଗାର ପରିବାର ସହ ମିଶି ଜଗାର ସ୍ୱାସ୍ଥ୍ୟ ଅବସ୍ତା ବୁଝିଥିଲେ । ଜଗାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାର ସବୁବେଳେ ଯତ୍ନମାନ ରହିଛନ୍ତି ଏବଂ ଜଗାର ସ୍ୱାସ୍ଥ୍ୟ ଅବସ୍ତା ଭଲ ଥିବା କହିଛନ୍ତି ମନ୍ତ୍ରୀ | ଏହା […]

କନ୍ଧମାଳ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା। ଫୁଲବାଣୀରେ ପଞାୟତରାଜ ମନ୍ତ୍ରୀ ପହଁଞ୍ଚିବା ପରେ ବହୁ ଚର୍ଚିତ ଯୋଡା ମୁଣ୍ଡ ଶିଶୁ ଜଗାକୁ ଦେଖିବା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଜଗାର ପରିବାର ସହ ମିଶି ଜଗାର ସ୍ୱାସ୍ଥ୍ୟ ଅବସ୍ତା ବୁଝିଥିଲେ । ଜଗାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାର ସବୁବେଳେ ଯତ୍ନମାନ ରହିଛନ୍ତି ଏବଂ ଜଗାର ସ୍ୱାସ୍ଥ୍ୟ ଅବସ୍ତା ଭଲ ଥିବା କହିଛନ୍ତି ମନ୍ତ୍ରୀ | ଏହା ପରେ ଫୁଲବାଣୀର ପଞାୟତ ଭବନ ଠାରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ | ମୁଖ୍ୟମନ୍ତ୍ରୀଙ୍କର ଯୋଜନା ଗୁଡିକ କନ୍ଧମାଳ ଜିଲ୍ଲାରେ କିଭଳି ଚାଲିଛି ତା ସମୀକ୍ଷା କରିଥିଲେ ଓ ମୁଖ୍ୟ ମନ୍ତ୍ରୀଙ୍କର ମେଗା ପାନୀୟଜଳ ପ୍ରକଳ୍ପ କିଭଳି କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେଥିଉପରେ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱ ଦେଇଥିଲେ |

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

29 Jul 2021 By The Sakala

ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା ପାଇଁ କନ୍ଧମାଳ ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା

କନ୍ଧମାଳ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା। ଫୁଲବାଣୀରେ ପଞାୟତରାଜ ମନ୍ତ୍ରୀ ପହଁଞ୍ଚିବା ପରେ ବହୁ ଚର୍ଚିତ ଯୋଡା ମୁଣ୍ଡ ଶିଶୁ ଜଗାକୁ ଦେଖିବା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଜଗାର ପରିବାର ସହ ମିଶି ଜଗାର ସ୍ୱାସ୍ଥ୍ୟ ଅବସ୍ତା ବୁଝିଥିଲେ । ଜଗାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାର ସବୁବେଳେ ଯତ୍ନମାନ ରହିଛନ୍ତି ଏବଂ ଜଗାର ସ୍ୱାସ୍ଥ୍ୟ ଅବସ୍ତା ଭଲ ଥିବା କହିଛନ୍ତି ମନ୍ତ୍ରୀ | ଏହା ପରେ ଫୁଲବାଣୀର ପଞାୟତ ଭବନ ଠାରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ | ମୁଖ୍ୟମନ୍ତ୍ରୀଙ୍କର ଯୋଜନା ଗୁଡିକ କନ୍ଧମାଳ ଜିଲ୍ଲାରେ କିଭଳି ଚାଲିଛି ତା ସମୀକ୍ଷା କରିଥିଲେ ଓ ମୁଖ୍ୟ ମନ୍ତ୍ରୀଙ୍କର ମେଗା ପାନୀୟଜଳ ପ୍ରକଳ୍ପ କିଭଳି କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେଥିଉପରେ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱ ଦେଇଥିଲେ |

https://www.thesakala.in/latest-odisha-news/minister-pratap-jena-on-a-visit-to-kandhamal/article-4202
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର