ଆଜି ଆଂଶିକ ସୂର୍ଯ୍ୟୋପରାଗ, ଆମ ଦେଶରେ ଦୃଶ୍ୟମାନ ହେବନି ମହାଜାଗତିକ ଦୃଶ୍ୟ

The Sakala Picture
Published On

ଭୁବନେଶ୍ବର: ଆଜି ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଆଜି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ।  ଚୈତ୍ର ଅମବାସ୍ୟା ତିଥିରେ ଏହି  ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ହେଉଥିବା ବେଳେ  ଏହା ଆମ ଦେଶକୁ ଦୃଶ୍ୟମାନ ହେବନାହିଁ । ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଉତ୍ତର ପଶ୍ଚିମ ରୁଷିଆରେ ଏହା ଦେଖାଯିବ। ଭାରତୀୟ ସମୟ  ଅପରାହ୍ଣ ୨ଟା ୨୦ରୁ ପରାଗ ଆରମ୍ଭ ହୋଇ  ଅପରାହ୍ଣ ୪ଟା ୧୭ରେ ଶେଷ ହେବ।  ଆମ ଦେଶକୁ ଏହା ଦେଖା  ଯାଉନଥିବାରୁ ଶ୍ରୀମନ୍ଦିର ନୀତିକାନ୍ତି କିମ୍ବା […]

ଭୁବନେଶ୍ବର: ଆଜି ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଆଜି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ।  ଚୈତ୍ର ଅମବାସ୍ୟା ତିଥିରେ ଏହି  ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ହେଉଥିବା ବେଳେ  ଏହା ଆମ ଦେଶକୁ ଦୃଶ୍ୟମାନ ହେବନାହିଁ ।

ଆହୁରି ପଢ଼ନ୍ତୁ: ବୋଲେରୋର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ; ୨୧୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଉତ୍ତର ପଶ୍ଚିମ ରୁଷିଆରେ ଏହା ଦେଖାଯିବ। ଭାରତୀୟ ସମୟ  ଅପରାହ୍ଣ ୨ଟା ୨୦ରୁ ପରାଗ ଆରମ୍ଭ ହୋଇ  ଅପରାହ୍ଣ ୪ଟା ୧୭ରେ ଶେଷ ହେବ।  ଆମ ଦେଶକୁ ଏହା ଦେଖା  ଯାଉନଥିବାରୁ ଶ୍ରୀମନ୍ଦିର ନୀତିକାନ୍ତି କିମ୍ବା  ଅନ୍ୟ ଦେବାଳୟ ନୀତିକାନ୍ତି ପରିବର୍ତ୍ତନ  ହେବନାହିଁ ବୋଲି ଶ୍ରୀମନ୍ଦିର ସୂତ୍ରରୁ  ଜଣାପଡ଼ିଛି। ତେଣୁ ଆମ ରାଜ୍ୟରେ ପାକତ୍ୟାଗ ଓ  ଦେବନୀତି ନିଷିଦ୍ଧ ଜନିତ ନୀତି ପାଳନ  ହେବନାହିଁ ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବୋମାମାଡ଼ ଆତଙ୍କ ପରେ କ୍ୟାମ୍ପସରେ ପୋଲିସ ଛାଉଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର