ତେଲକୋଇ ରେଞ୍ଜରେ ଥମୁନି ହାତୀପଲ ଙ୍କ ଉପଦ୍ରବ

The Sakala Picture
Published On

ତେଲକୋଇ: ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲଙ୍କ ଉବଦ୍ରବ । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ଗାଁରେ ପଶି ପ୍ରଥମେ ରୁଗୁଡିସାହିର କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିବା ସମୟରେ କଷ୍ଟୁ ନାୟକଙ୍କ ପରିବାରର ଛଅ ଜଣ ସଦସ୍ୟ ଘରର ଗୋଟିଏ ରୁମରେ ଶୋଇଥିଲେ ।ଘରର କାନ୍ଥ ପଡି କଷ୍ଟୁ ନାୟକଙ୍କ ୫ ବର୍ଷର ଶିଶୁ ପୁତ୍ର ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତେ ଅଳ୍ପକେ ବର୍ତିଯାଇଥିଲେ।ହାତୀପଲ ସେଠାରୁ ଯାଇ […]

ତେଲକୋଇ: ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲଙ୍କ ଉବଦ୍ରବ । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ଗାଁରେ ପଶି ପ୍ରଥମେ ରୁଗୁଡିସାହିର କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିବା ସମୟରେ କଷ୍ଟୁ ନାୟକଙ୍କ ପରିବାରର ଛଅ ଜଣ ସଦସ୍ୟ ଘରର ଗୋଟିଏ ରୁମରେ ଶୋଇଥିଲେ ।ଘରର କାନ୍ଥ ପଡି କଷ୍ଟୁ ନାୟକଙ୍କ ୫ ବର୍ଷର ଶିଶୁ ପୁତ୍ର ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତେ ଅଳ୍ପକେ ବର୍ତିଯାଇଥିଲେ।ହାତୀପଲ ସେଠାରୁ ଯାଇ ବୈଦନାଳୀ ସାହିରେ ଗୋବିନ୍ଦ ନାୟକଙ୍କ ଘର ଭାଙ୍ଗିଥିଲେ । ଘରେ ଥିବା ୪ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଖାଇଯାଇଥିଲେ ।ଘରେ ଶୋଇଥିବା ଗୋବିନ୍ଦଙ୍କ ପୁଅ ମଧ୍ୟ ହାତୀଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିଲେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

28 Jun 2021 By The Sakala

ତେଲକୋଇ ରେଞ୍ଜରେ ଥମୁନି ହାତୀପଲ ଙ୍କ ଉପଦ୍ରବ

ତେଲକୋଇ: ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲଙ୍କ ଉବଦ୍ରବ । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ଗାଁରେ ପଶି ପ୍ରଥମେ ରୁଗୁଡିସାହିର କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିବା ସମୟରେ କଷ୍ଟୁ ନାୟକଙ୍କ ପରିବାରର ଛଅ ଜଣ ସଦସ୍ୟ ଘରର ଗୋଟିଏ ରୁମରେ ଶୋଇଥିଲେ ।ଘରର କାନ୍ଥ ପଡି କଷ୍ଟୁ ନାୟକଙ୍କ ୫ ବର୍ଷର ଶିଶୁ ପୁତ୍ର ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତେ ଅଳ୍ପକେ ବର୍ତିଯାଇଥିଲେ।ହାତୀପଲ ସେଠାରୁ ଯାଇ ବୈଦନାଳୀ ସାହିରେ ଗୋବିନ୍ଦ ନାୟକଙ୍କ ଘର ଭାଙ୍ଗିଥିଲେ । ଘରେ ଥିବା ୪ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଖାଇଯାଇଥିଲେ ।ଘରେ ଶୋଇଥିବା ଗୋବିନ୍ଦଙ୍କ ପୁଅ ମଧ୍ୟ ହାତୀଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର