କୂଅରେ ପଡ଼ି ଯାଇଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

The Sakala Picture
Published On

ଅନୁଗୁଳ: ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗାଁ ମୁଣ୍ଡରେ ଥିବା ଏକ କୂଅରେ ଶିବ ପ୍ରଧାନଙ୍କ ୩ ବର୍ଷର ପୁଅ ଖସି ପଡିଥିଲା । ଶିଶୁଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ଯୁବକ ତାଙ୍କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଉଭୟଙ୍କ […]

ଅନୁଗୁଳ: ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗାଁ ମୁଣ୍ଡରେ ଥିବା ଏକ କୂଅରେ ଶିବ ପ୍ରଧାନଙ୍କ ୩ ବର୍ଷର ପୁଅ ଖସି ପଡିଥିଲା । ଶିଶୁଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ଯୁବକ ତାଙ୍କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଉଭୟଙ୍କ ଚିତ୍କାର ଶୁଣି ଗାଁର ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ପ୍ରଧାନ କୂଅରେ ପଶି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଶୁକ୍ରୁ ଓ ଦୀପ ଉପରକୁ ଉଠି ଆସିଥିଲେ ମଧ୍ୟ ପ୍ରଦୀପ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା । ତେବେ ପ୍ରଦୀପ ପଧାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

21 Jun 2021 By The Sakala

କୂଅରେ ପଡ଼ି ଯାଇଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

ଅନୁଗୁଳ: ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । କୂଅରେ ପଡ଼ି ଯାଇଥିବା ଏକ ୩ ବର୍ଷ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗାଁ ମୁଣ୍ଡରେ ଥିବା ଏକ କୂଅରେ ଶିବ ପ୍ରଧାନଙ୍କ ୩ ବର୍ଷର ପୁଅ ଖସି ପଡିଥିଲା । ଶିଶୁଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ଯୁବକ ତାଙ୍କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଉଭୟଙ୍କ ଚିତ୍କାର ଶୁଣି ଗାଁର ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ପ୍ରଧାନ କୂଅରେ ପଶି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଶୁକ୍ରୁ ଓ ଦୀପ ଉପରକୁ ଉଠି ଆସିଥିଲେ ମଧ୍ୟ ପ୍ରଦୀପ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଖବର ପାଇ ଛେଣ୍ଡିପଦା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ କୁଅରୁ ଉଦ୍ଧାର କରିଥିଲା । ତେବେ ପ୍ରଦୀପ ପଧାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

https://www.thesakala.in/latest-odisha-news/young-man-died-while-trying-to-rescue-a-child-who-had-fallen-into-a-well/article-3125
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର