କରୋନା ଲେଉଟାଣୀ : ୫ ରାଜ୍ଯ ଫେରନ୍ତାଙ୍କ ଉପରେ କଡ଼ା ନଜର , ୭ଦିନ ହୋମ୍ ଆଇସୋଲେସନ୍ ବାଧ୍ଯତାମୂଳକ

The Sakala Picture
Published On

ଭୁବନେଶ୍ବର: କରୋନା ପ୍ରଭାବିତ ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୫ ରାଜ୍ୟ  ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ବାହାରୁ ଆସୁଥିବା ଯାତ୍ରୀଙ୍କୁ ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍‌ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି […]

ଭୁବନେଶ୍ବର: କରୋନା ପ୍ରଭାବିତ ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୫ ରାଜ୍ୟ  ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ବାହାରୁ ଆସୁଥିବା ଯାତ୍ରୀଙ୍କୁ ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍‌ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ବିମାନବନ୍ଦର ଓ ରେଳଷ୍ଟେସନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। କୌଣସି ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ । ସେହିପରି ୭୨ ଘଣ୍ଟା ଭିତରେ ଆରଟିପିସିଆର ପରୀକ୍ଷା କରାଇଥିଲେ ୭ ଦିନିଆ ସଂଗରୋଧରେ ରହିବେ ନାହିଁ ଯାତ୍ରୀ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

27 Feb 2021 By The Sakala

କରୋନା ଲେଉଟାଣୀ : ୫ ରାଜ୍ଯ ଫେରନ୍ତାଙ୍କ ଉପରେ କଡ଼ା ନଜର , ୭ଦିନ ହୋମ୍ ଆଇସୋଲେସନ୍ ବାଧ୍ଯତାମୂଳକ

ଭୁବନେଶ୍ବର: କରୋନା ପ୍ରଭାବିତ ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୫ ରାଜ୍ୟ  ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ବାହାରୁ ଆସୁଥିବା ଯାତ୍ରୀଙ୍କୁ ୭ ଦିନ ହୋମ୍‌ ଆଇସୋଲେସନରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ନିର୍ଦ୍ଦେଶକ ଓ ରେଲଓ୍ୱେ ଜିଏମ୍‌ଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ଜଣାଇଛନ୍ତି।

ବିମାନବନ୍ଦର ଓ ରେଳଷ୍ଟେସନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। କୌଣସି ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ । ସେହିପରି ୭୨ ଘଣ୍ଟା ଭିତରେ ଆରଟିପିସିଆର ପରୀକ୍ଷା କରାଇଥିଲେ ୭ ଦିନିଆ ସଂଗରୋଧରେ ରହିବେ ନାହିଁ ଯାତ୍ରୀ ।

https://www.thesakala.in/latest-odisha-news/corona-guidelines-for-5-states-return-people/article-306
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର