ବ୍ରହ୍ମପୁରରେ ଆରମ୍ଭ ହେଲା ଭ୍ୟାକସିନେସନ୍ ଆଟ୍ ଡୋର୍: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ଫୋନ୍ କଲେ ଘରେ ପହଞ୍ଚିବ ଟିକା ଭ୍ୟାନ୍

The Sakala Picture
Published On

ବ୍ରହ୍ମପୁର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି। ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ରାଜ୍ୟସରକାର ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି।  ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକସିନେସନ୍ ଆଟ୍ ଡୋର୍ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଘର ପାଖରେ ଯାଇ ଟିକାକରଣ କରାଯିବ। ଫୋନ୍ କଲେ ଘର […]

ବ୍ରହ୍ମପୁର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି। ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ରାଜ୍ୟସରକାର ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି।  ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକସିନେସନ୍ ଆଟ୍ ଡୋର୍ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଘର ପାଖରେ ଯାଇ ଟିକାକରଣ କରାଯିବ। ଫୋନ୍ କଲେ ଘର ପାଖରେ ଯାଇ ପହଞ୍ଚିବ ଟିକା ଭ୍ୟାନ୍ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦୯୯୩୨୪ ନମ୍ବରକୁ ଫୋନ୍ କରି ଟିକାକରଣ ପାଇଁ ବୁକିଂ କରି ହେବ । ବୁକିଂ ପାଇଁ ନାଁ, ଘର ଠିକଣା ଓ ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ବୁକିଂର ପର ଦିନ ଘର ପାଖରେ ଯାଇ ପହଞ୍ଚିବା ଟିକା ଭ୍ୟାନ୍ । ପ୍ରତିଦିନ ଏହି ବ୍ୟବସ୍ଥାରେ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

17 May 2021 By The Sakala

ବ୍ରହ୍ମପୁରରେ ଆରମ୍ଭ ହେଲା ଭ୍ୟାକସିନେସନ୍ ଆଟ୍ ଡୋର୍: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ଫୋନ୍ କଲେ ଘରେ ପହଞ୍ଚିବ ଟିକା ଭ୍ୟାନ୍

ବ୍ରହ୍ମପୁର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି। ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ରାଜ୍ୟସରକାର ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି।  ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକସିନେସନ୍ ଆଟ୍ ଡୋର୍ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଘର ପାଖରେ ଯାଇ ଟିକାକରଣ କରାଯିବ। ଫୋନ୍ କଲେ ଘର ପାଖରେ ଯାଇ ପହଞ୍ଚିବ ଟିକା ଭ୍ୟାନ୍ ।

ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦୯୯୩୨୪ ନମ୍ବରକୁ ଫୋନ୍ କରି ଟିକାକରଣ ପାଇଁ ବୁକିଂ କରି ହେବ । ବୁକିଂ ପାଇଁ ନାଁ, ଘର ଠିକଣା ଓ ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ବୁକିଂର ପର ଦିନ ଘର ପାଖରେ ଯାଇ ପହଞ୍ଚିବା ଟିକା ଭ୍ୟାନ୍ । ପ୍ରତିଦିନ ଏହି ବ୍ୟବସ୍ଥାରେ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

https://www.thesakala.in/latest-odisha-news/vaccination-at-doorstep/article-2233
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର