କୋଣାର୍କରୁ ଭୁବନେଶ୍ବର ଆସୁଥିବା ମୋ ବସ୍ ଉପରକୁ ଆକ୍ରମଣ

The Sakala Picture
Published On

କୋଣାର୍କ: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍ ଉପରକୁ ପଥର ମାଡ଼ ହୋଇଛି। କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ହୋଇଛି ପଥରମାଡ଼ । ଆଜି ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ମୋ ବସ ଯାଉଥିବା ବେଳେ ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ସାରଳା ବସର କିଛି କର୍ମଚାରୀଙ୍କ ମଧ୍ୟରେ କେତେକ କାରଣକୁ ନେଇ ଝଗଡ଼ା ହୋଇଥିଲା । ଢେଲା ମାଡ଼ରେ ମୋ ବସର ସାମ୍ନା କାଚ ଭାଙ୍ଗିଛି । ଖବର ପାଇ […]

କୋଣାର୍କ: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍ ଉପରକୁ ପଥର ମାଡ଼ ହୋଇଛି। କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ହୋଇଛି ପଥରମାଡ଼ । ଆଜି ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ମୋ ବସ ଯାଉଥିବା ବେଳେ ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ସାରଳା ବସର କିଛି କର୍ମଚାରୀଙ୍କ ମଧ୍ୟରେ କେତେକ କାରଣକୁ ନେଇ ଝଗଡ଼ା ହୋଇଥିଲା । ଢେଲା ମାଡ଼ରେ ମୋ ବସର ସାମ୍ନା କାଚ ଭାଙ୍ଗିଛି । ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଳା ବସ ଓ କର୍ମଚାରୀଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛି । ବାରମ୍ବାର ଘରୋଇ ଓ ମୋ ବସ ମଧ୍ୟରେ ବିବାଦ ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

03 Oct 2022 By The Sakala

କୋଣାର୍କରୁ ଭୁବନେଶ୍ବର ଆସୁଥିବା ମୋ ବସ୍ ଉପରକୁ ଆକ୍ରମଣ

କୋଣାର୍କ: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍ ଉପରକୁ ପଥର ମାଡ଼ ହୋଇଛି। କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ହୋଇଛି ପଥରମାଡ଼ । ଆଜି ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ମୋ ବସ ଯାଉଥିବା ବେଳେ ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ସାରଳା ବସର କିଛି କର୍ମଚାରୀଙ୍କ ମଧ୍ୟରେ କେତେକ କାରଣକୁ ନେଇ ଝଗଡ଼ା ହୋଇଥିଲା । ଢେଲା ମାଡ଼ରେ ମୋ ବସର ସାମ୍ନା କାଚ ଭାଙ୍ଗିଛି । ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଳା ବସ ଓ କର୍ମଚାରୀଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛି । ବାରମ୍ବାର ଘରୋଇ ଓ ମୋ ବସ ମଧ୍ୟରେ ବିବାଦ ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି ।

https://www.thesakala.in/latest-odisha-news/attack-on-mo-bus/article-15457
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର