ରାଜ୍ୟରେ ଖସୁଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୭ ହଜାର ୭୨୯ କରୋନା ପଜିଟିଭ

The Sakala Picture
Published On

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ। ଯାହା ଲୋକମାନଙ୍କୁ କିଛି ମାତ୍ରାରେ ଅଶ୍ଵସ୍ତି ପ୍ରଦାନ କରିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୭୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୩୯୮ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ […]

ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ। ଯାହା ଲୋକମାନଙ୍କୁ କିଛି ମାତ୍ରାରେ ଅଶ୍ଵସ୍ତି ପ୍ରଦାନ କରିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୭୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୩୯୮ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସିଛି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨ ଜଣ, କଟକରୁ ୭୨୦ ଜଣ,ଅନୁଗୁଳରୁ ୪୪୯ ଜଣ, ମୟୂରଭଞ୍ଜରୁ ୪୪୨ ଜଣ, ବାଲେଶ୍ବରରୁ ୪୨୬ ଜଣ, ଯାଜପୁରରୁ ୩୮୮ ଜଣ, ପୁରୀରୁ ୩୩୩ ଜଣ, ରାୟଗଡ଼ାରୁ ୩୧୦ ଜଣ, ଭଦ୍ରକରୁ ୨୮୭ ଜଣ, ସୁନ୍ଦରଗଡ଼ରୁ ୨୭୦ ଜଣ, ଜଗତସିଂହପୁରରୁ ୨୫୫ ଜଣ, ଢ଼େଙ୍କାନାଳରୁ ୨୫୨ ଜଣ,କେନ୍ଦ୍ରାପଡ଼ାରୁ ୨୨୩ ଜଣ,ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରୁ ୨୧୯ ଜଣ ଲେଖାଏଁ, ବରଗଡ଼ରୁ ୧୮୯ ଜଣ, କୋରାପୁଟରୁ ୧୮୫ ଜଣ, କଳାହାଣ୍ଡିରୁ ୧୬୭ ଜଣ, କେନ୍ଦୁଝରରୁ ୧୬୬ ଜଣ,ସମ୍ବଲପୁରରୁ ୧୬୧ ଜଣ, ଗଞ୍ଜାମରୁ ୧୫୩ ଜଣ,ବୌଦ୍ଧରୁ ୧୨୮ ଜଣ, ମାଲକାନଗିରିରୁ ୧୦୪ ଜଣ, ଦେବଗଡ଼ରୁ ୭୨ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, ଗଜପତିରୁ ୬୮ ଜଣ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୬୧ ଜଣ ଲେଖାଏଁ ,ନୂଆପଡ଼ାରୁ ୪୮ ଜଣ ଓ ଷ୍ଟେଟ୍ ପୋଲ୍‌ରୁ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ ଲକ୍ଷ ୯୮ ହଜାର ୬୯୯ କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ ୮୨ ହଜାର ୬୭୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୧୩ ହଜାର ୦୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୩୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୨୦୪୦୮୩୦ ସାମ୍ପୁଲ ଟେଷ୍ଟ୍ ହୋଇଛି।

04 Jun 2021 By The Sakala

https://www.thesakala.in/latest-odisha-news/another-7729-corona-positive-were-reported-in-the-state-in-last-24-hours/article-2656
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର