ମହୁମାଛି ଆକ୍ରମଣ: ୧ମୃତ, ୩ ଗୁରୁତର

The Sakala Picture
Published On

ତାଳଚେରସଦର: ତାଳଚେର ପୌରପରିଷଦ ୯ନମ୍ବରର ୱାର୍ଡ଼ ଜାମ୍ବୁବଣିଆ ସାହିର ଶୁଭେନ୍ଦୁ ସାହୁ (୨୬) ତାଙ୍କର ୩ଜଣ ସାଙ୍ଗ ମାନଙ୍କ ସହିତ କଟକ ଜିଲ୍ଳା ବାଙ୍କିି ବୁଲିଯିବାକୁ ଯାଇଥିଲେ। ସେମାନେ ଭୁବନେଶ୍ୱର ପଟିଆରୁ ବାହାରି  ବାଙ୍କି ପାଟପୁର ଗାଁ ପାଣ୍ଡବବଖରା ପାହାଡ଼କୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଶୁଭେନ୍ଦୁ ସାହୁଙ୍କୁ ମହୁମାଛି ମାନେ ସଂଘବଦ୍ଧଭାବେ ଆକ୍ରମଣ କରିବାରୁ ସେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ଖସିପଡ଼ିଥିଲେ ଓ ଅନ୍ୟ ତିନିଜଣ ସାଙ୍ଗ ପ୍ରାଣ ବିକଳରେ ଦୌଡ଼ି ଯୋରରେ ଚିତ୍କାର […]

ତାଳଚେରସଦର: ତାଳଚେର ପୌରପରିଷଦ ୯ନମ୍ବରର ୱାର୍ଡ଼ ଜାମ୍ବୁବଣିଆ ସାହିର ଶୁଭେନ୍ଦୁ ସାହୁ (୨୬) ତାଙ୍କର ୩ଜଣ ସାଙ୍ଗ ମାନଙ୍କ ସହିତ କଟକ ଜିଲ୍ଳା ବାଙ୍କିି ବୁଲିଯିବାକୁ ଯାଇଥିଲେ। ସେମାନେ ଭୁବନେଶ୍ୱର ପଟିଆରୁ ବାହାରି  ବାଙ୍କି ପାଟପୁର ଗାଁ ପାଣ୍ଡବବଖରା ପାହାଡ଼କୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଶୁଭେନ୍ଦୁ ସାହୁଙ୍କୁ ମହୁମାଛି ମାନେ ସଂଘବଦ୍ଧଭାବେ ଆକ୍ରମଣ କରିବାରୁ ସେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ଖସିପଡ଼ିଥିଲେ ଓ ଅନ୍ୟ ତିନିଜଣ ସାଙ୍ଗ ପ୍ରାଣ ବିକଳରେ ଦୌଡ଼ି ଯୋରରେ ଚିତ୍କାର କରିଥିଲେ । ନିକଟରେ ଥିବା ସ୍ଥାନୀୟ ଅଞ୍ଚଳବାସୀ ଏହି ଚିତ୍କାର ଶୁଣିବାପରେ ଘଟଣା ସ୍ଥଳରେ ପହଞ୍ଚି ଶୁଭେନ୍ଦୁଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ତିନିଜଣ ଗୁରୁତର ଆହାତଙ୍କୁ ତୁରନ୍ତ ମେଡ଼ିକାଲକୁ ନିଆଯାଇଥିଲା । ମାତ୍ର ବିଡ଼ମ୍ବନାର ବିଷୟ ଚିକିତ୍ସା ଅବସ୍ଥାରେ ଶୁଭେନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ମୃତୁ ମୁଖରୁ ଅଳ୍ପକେ ବର୍ତି ଯାଇଥିବା ଖବର ତାଳଚେରରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ଏବଂ ୩ଜଣଙ୍କୁ  ପୁଲିସ୍ ଆଣି ପଚରା ଉଚରା କରୁଥିବା ଜଣାପଡ଼ିଛଇ।

29 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର