ପୁଣି ଜୀବନ ନେଲା ‘ଆମ ବସ୍’, ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ, ବାପାମାଆ ଗୁରୁତର…

The Sakala Picture
Published On

ଖୋର୍ଦ୍ଧା: ପୁଣି ଜୀବନ ନେଲା ‘ଆମ ବସ୍’। ‘ଆମ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।  ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନିକଟସ୍ଥ ବରଶାହି ଛକ ଠାରେ ଏକ ବାଇକକୁ ଧକ୍କା ଦେଇଛି ‘ଆମ ବସ୍’।  ଏହି ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ଖବର ଅନୁଯାୟୀ, ବରଶାହିର ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ […]

ଖୋର୍ଦ୍ଧା: ପୁଣି ଜୀବନ ନେଲା ‘ଆମ ବସ୍’। ‘ଆମ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।  ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନିକଟସ୍ଥ ବରଶାହି ଛକ ଠାରେ ଏକ ବାଇକକୁ ଧକ୍କା ଦେଇଛି ‘ଆମ ବସ୍’।  ଏହି ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଖବର ଅନୁଯାୟୀ, ବରଶାହିର ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ଶିଶୁ ପୁତ୍ରକୁ ଧରି କେରଙ୍ଗ ଯାଉଥିବାବେଳେ ‘ଆମ ବସ୍’ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗୁରୁତର ଭାବରେ ବାଇକ୍ ଆରୋହୀ ଏବଂ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

15 May 2025 By The Sakala

ପୁଣି ଜୀବନ ନେଲା ‘ଆମ ବସ୍’, ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ, ବାପାମାଆ ଗୁରୁତର…

ଖୋର୍ଦ୍ଧା: ପୁଣି ଜୀବନ ନେଲା ‘ଆମ ବସ୍’। ‘ଆମ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।  ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନିକଟସ୍ଥ ବରଶାହି ଛକ ଠାରେ ଏକ ବାଇକକୁ ଧକ୍କା ଦେଇଛି ‘ଆମ ବସ୍’।  ଏହି ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି।

ଖବର ଅନୁଯାୟୀ, ବରଶାହିର ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ଶିଶୁ ପୁତ୍ରକୁ ଧରି କେରଙ୍ଗ ଯାଉଥିବାବେଳେ ‘ଆମ ବସ୍’ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗୁରୁତର ଭାବରେ ବାଇକ୍ ଆରୋହୀ ଏବଂ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର