ଯୁବତୀଙ୍କୁ ପ୍ରେମ ପ୍ରତାରଣା କରି ବନ୍ଧା ହେଲେ ଏୟାରଫୋର୍ସର ଗ୍ରାଉଣ୍ଡ ଷ୍ଟାଫ

Madhusudan Das Picture
Published On

ଭୁବନେଶ୍ୱର: ବନ୍ଧାହେଲା ଲଭର ବୟ। ଲଭ ସେକ୍ସ ଧୋକା କେସରେ ଜଣେ ଲଭର ବୟକୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କରିଛି ବଡଗଡ ଥାନା ପୋଲିସ । ଯୁବତୀଙ୍କୁ ପ୍ରେମ ପ୍ରତାରଣା କରି ଏୟାର ଫୋର୍ସର ଜଣେ ଗ୍ରାଉଣ୍ଡ ଷ୍ଟାଫ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୋଲଖ ଚନ୍ଦ୍ର ଦୀକ୍ଷିତ (ଗୋପାଳ)। ଅଭିଯୁକ୍ତର ଘର ନୟାଗଡ଼ା ଜିଲ୍ଲା ଇଟାମାଟି ଅଞ୍ଚଳରେ । ୧୫ ଦିନ ତଳେ ପୀଡିତା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଜଣଙ୍କ ଏୟାରଫୋର୍ସର ଗ୍ରାଉଣ୍ଡ ଷ୍ଟାଫ ଭାବେ କାମ କରନ୍ତି । ଲଦାଖରେ ସେ କାମ କରନ୍ତି । କାଲି ଲଦାଖ ଯିବାକୁ ପ୍ଲାନ କରୁଥିବା ବେଳେ କେସ ନମ୍ବର ୬୨୪ / ୨୫ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ସେ ପ୍ରେମ ସମ୍ପର୍କ ରେ ଆସିଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ପରେ ଗୋଲକ ବିହାରୀ ପ୍ରତାରିତ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ବିଏନଏସ୍ ର ବିଭିନ୍ନ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

19 Nov 2025 By Madhusudan Das

ଯୁବତୀଙ୍କୁ ପ୍ରେମ ପ୍ରତାରଣା କରି ବନ୍ଧା ହେଲେ ଏୟାରଫୋର୍ସର ଗ୍ରାଉଣ୍ଡ ଷ୍ଟାଫ

ଭୁବନେଶ୍ୱର: ବନ୍ଧାହେଲା ଲଭର ବୟ। ଲଭ ସେକ୍ସ ଧୋକା କେସରେ ଜଣେ ଲଭର ବୟକୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କରିଛି ବଡଗଡ ଥାନା ପୋଲିସ । ଯୁବତୀଙ୍କୁ ପ୍ରେମ ପ୍ରତାରଣା କରି ଏୟାର ଫୋର୍ସର ଜଣେ ଗ୍ରାଉଣ୍ଡ ଷ୍ଟାଫ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୋଲଖ ଚନ୍ଦ୍ର ଦୀକ୍ଷିତ (ଗୋପାଳ)। ଅଭିଯୁକ୍ତର ଘର ନୟାଗଡ଼ା ଜିଲ୍ଲା ଇଟାମାଟି ଅଞ୍ଚଳରେ । ୧୫ ଦିନ ତଳେ ପୀଡିତା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଜଣଙ୍କ ଏୟାରଫୋର୍ସର ଗ୍ରାଉଣ୍ଡ ଷ୍ଟାଫ ଭାବେ କାମ କରନ୍ତି । ଲଦାଖରେ ସେ କାମ କରନ୍ତି । କାଲି ଲଦାଖ ଯିବାକୁ ପ୍ଲାନ କରୁଥିବା ବେଳେ କେସ ନମ୍ବର ୬୨୪ / ୨୫ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ ।

ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ସେ ପ୍ରେମ ସମ୍ପର୍କ ରେ ଆସିଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ପରେ ଗୋଲକ ବିହାରୀ ପ୍ରତାରିତ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ବିଏନଏସ୍ ର ବିଭିନ୍ନ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର