ANM ଜୀବନ୍ତଦଗ୍ଧ ଘଟଣା: ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ନିଆଁରେ ପୋଡିଥିଲା, ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ହେଲା ମୃତ୍ୟୁ

Madhusudan Das Picture
Published On

ବଲାଙ୍ଗୀର: ଟଙ୍କା ପାଇଁ ମଦ ନିଶାରେ ANM ସ୍ତ୍ରୀକୁ ହତ୍ୟା ପରେ ପୋଡି ଘଟଣା I ଚିକିତ୍ସାଧିନ ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଭିଯୁକ୍ତ ସ୍ଵାମୀ ଉପେନ୍ଦ୍ର କାଲସାଏଙ୍କ ମୃତ୍ୟୁ I ଘରୋଇ କଳିରୁ ପତ୍ନୀକୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଜଣାପଡିଛି । ପେଟ୍ରୋଲ ଢାଳି ନିଆଁରେ ପୋଡ଼ିବା ବେଳେ ନିଜେ ଜଳି ଯାଇଥିଲା ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ସୂଚନା ଅନୁସାରେ, ଗତକାଲି ରାତିରେ ଧାର ଟଙ୍କା ପରିଶୋଧ କରିବା ପାଇଁ ସ୍ତ୍ରୀ ଟଙ୍କା ନଦେବାରୁ ପିଟିପିଟି ହତ୍ୟା କରିଥିଲା ନୃସଂଶ ସ୍ଵାମୀ ଉପେନ୍ଦ୍ର I ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ପେଟ୍ରୋଲ ଢାଳି ମୃତଦେହରେ ନିଆଁ ଲଗାଇ ଦେଇଥିଲା ରାକ୍ଷସ ସ୍ୱାମୀ I ନିଆଁ ବ୍ୟାପିବାରୁ ଅଭିଯୁକ୍ତ ଉପେନ୍ଦ୍ର ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ବଲାଙ୍ଗୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

01 Apr 2026 By Madhusudan Das

ANM ଜୀବନ୍ତଦଗ୍ଧ ଘଟଣା: ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ନିଆଁରେ ପୋଡିଥିଲା, ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ହେଲା ମୃତ୍ୟୁ

ବଲାଙ୍ଗୀର: ଟଙ୍କା ପାଇଁ ମଦ ନିଶାରେ ANM ସ୍ତ୍ରୀକୁ ହତ୍ୟା ପରେ ପୋଡି ଘଟଣା I ଚିକିତ୍ସାଧିନ ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଭିଯୁକ୍ତ ସ୍ଵାମୀ ଉପେନ୍ଦ୍ର କାଲସାଏଙ୍କ ମୃତ୍ୟୁ I ଘରୋଇ କଳିରୁ ପତ୍ନୀକୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଜଣାପଡିଛି । ପେଟ୍ରୋଲ ଢାଳି ନିଆଁରେ ପୋଡ଼ିବା ବେଳେ ନିଜେ ଜଳି ଯାଇଥିଲା ।

ସୂଚନା ଅନୁସାରେ, ଗତକାଲି ରାତିରେ ଧାର ଟଙ୍କା ପରିଶୋଧ କରିବା ପାଇଁ ସ୍ତ୍ରୀ ଟଙ୍କା ନଦେବାରୁ ପିଟିପିଟି ହତ୍ୟା କରିଥିଲା ନୃସଂଶ ସ୍ଵାମୀ ଉପେନ୍ଦ୍ର I ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ପେଟ୍ରୋଲ ଢାଳି ମୃତଦେହରେ ନିଆଁ ଲଗାଇ ଦେଇଥିଲା ରାକ୍ଷସ ସ୍ୱାମୀ I ନିଆଁ ବ୍ୟାପିବାରୁ ଅଭିଯୁକ୍ତ ଉପେନ୍ଦ୍ର ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ବଲାଙ୍ଗୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର