ସୁସ୍ଥ ଓଡ଼ଶା ଗଠନ କରିବା ଲକ୍ଷରେ 'ଯୁବ ଶକ୍ତି' ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

Madhusudan Das Picture
Published On

ଭୁବନେଶ୍ୱର: ଦାନରେ ଶ୍ରେଷ୍ଠ ଦାନ ରକ୍ତ ଦାନ।  ରକ୍ତଦାନ, ମହାପୂଣ୍ୟ । ରକ୍ତଦାନ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଏ । ଏହି ମନ୍ତ୍ରକୁ ଆଧାର କରି ଉତ୍କଳ ଦିବସ ଅବସରରେ ସୁସ୍ଥ ଓଡ଼ଶା ଗଠନ କରିବା ଲକ୍ଷରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। 

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା: ପ୍ରବଳ ବର୍ଷା ଯୋଗୁଁ ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା...

Yuva Shakti

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ପ୍ରବଳ ବର୍ଷା: ଖୋଲା ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ଉଦ୍ଧାର ଏବଂ ଅନ୍ୟ ଜଣେ ନିଖୋଜ

ଯୁବ ଶକ୍ତି ଟ୍ରଷ୍ଟ ସାମାଜିକ ଦାୟିତ୍ୱ ପାଳନ ପାଇଁ ପ୍ରତିବଦ୍ଧ ଥିବା ଏକ ସାମାଜିକ ଅନୁଷ୍ଠାନ ।  ନିଜର ସାମାଜିକ ଦାୟିତ୍ୱ ତୁଲାଇବାକୁ ଯାଇ ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରିଛି । ଏହି ଟ୍ରଷ୍ଟରେ ଅନେକ ଯୁବ,ଛାତ୍ର, ବୁଦ୍ଧିଜୀବୀ, ସାମ୍ୱାଦିକ ଓ ଅଭିନେତା ଅଭିନେତ୍ରୀ ମାନେ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଶିବିରକୁ ସଫଳ କରିଥିଲେ । 

ଆହୁରି ପଢ଼ନ୍ତୁ: ସମୁଦ୍ରରୁ ଭାସି ଆସି ଅସ୍ତରଙ୍ଗ ବେଳାଭୂମିରେ ଲାଗିଲା ବିଶାଳ ସାମୁଦ୍ରିକ ବୁଏ...

Yuva Shakti2

ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର , ଡକ୍ଟର ଦେବାଶିଷ ସାହୁ , ଯୁବ ଶକ୍ତି ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଅମିତ୍ ମଲ୍ଲିକ ଏହି ରକ୍ତଦାନ ଶିବିରକୁ ଶୁଭରମ୍ଭ କରିଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଅଭିନେତା ବାବୁଶାନ୍ ମହାନ୍ତି, ଡକ୍ଟର ଅମୃତ ପାଟ୍ଟଯୋଷୀ, ଯୁବ କ୍ରୀଡ଼ାବିତ ଦୁତ୍ତି ଚାନ୍ଦ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ଯୁବ ନେତ୍ରୀ ଚିନ୍ମୟୀ ଜେନା, ଯୁବ ନେତ୍ରୀ ସ୍ୱାଗତିକା ମହାନ୍ତି, ମହିଳା ନେତ୍ରୀ ଲୋରା ମୋହାପତ୍ର, ଯୁବ ଶକ୍ତି ଟ୍ରଷ୍ଟର ଟ୍ରଷ୍ଟି ଆଶିଷ କୁମାର ରାଉତ ପ୍ରମୁଖ ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଏକ ଶ୍ରେଷ୍ଠ ମହାନ ଦାନର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

01 Apr 2026 By Madhusudan Das

ସୁସ୍ଥ ଓଡ଼ଶା ଗଠନ କରିବା ଲକ୍ଷରେ 'ଯୁବ ଶକ୍ତି' ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଦାନରେ ଶ୍ରେଷ୍ଠ ଦାନ ରକ୍ତ ଦାନ।  ରକ୍ତଦାନ, ମହାପୂଣ୍ୟ । ରକ୍ତଦାନ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଏ । ଏହି ମନ୍ତ୍ରକୁ ଆଧାର କରି ଉତ୍କଳ ଦିବସ ଅବସରରେ ସୁସ୍ଥ ଓଡ଼ଶା ଗଠନ କରିବା ଲକ୍ଷରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। 

Yuva Shakti

ଯୁବ ଶକ୍ତି ଟ୍ରଷ୍ଟ ସାମାଜିକ ଦାୟିତ୍ୱ ପାଳନ ପାଇଁ ପ୍ରତିବଦ୍ଧ ଥିବା ଏକ ସାମାଜିକ ଅନୁଷ୍ଠାନ ।  ନିଜର ସାମାଜିକ ଦାୟିତ୍ୱ ତୁଲାଇବାକୁ ଯାଇ ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରିଛି । ଏହି ଟ୍ରଷ୍ଟରେ ଅନେକ ଯୁବ,ଛାତ୍ର, ବୁଦ୍ଧିଜୀବୀ, ସାମ୍ୱାଦିକ ଓ ଅଭିନେତା ଅଭିନେତ୍ରୀ ମାନେ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଶିବିରକୁ ସଫଳ କରିଥିଲେ । 

Yuva Shakti2

ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର , ଡକ୍ଟର ଦେବାଶିଷ ସାହୁ , ଯୁବ ଶକ୍ତି ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଅମିତ୍ ମଲ୍ଲିକ ଏହି ରକ୍ତଦାନ ଶିବିରକୁ ଶୁଭରମ୍ଭ କରିଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଅଭିନେତା ବାବୁଶାନ୍ ମହାନ୍ତି, ଡକ୍ଟର ଅମୃତ ପାଟ୍ଟଯୋଷୀ, ଯୁବ କ୍ରୀଡ଼ାବିତ ଦୁତ୍ତି ଚାନ୍ଦ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ଯୁବ ନେତ୍ରୀ ଚିନ୍ମୟୀ ଜେନା, ଯୁବ ନେତ୍ରୀ ସ୍ୱାଗତିକା ମହାନ୍ତି, ମହିଳା ନେତ୍ରୀ ଲୋରା ମୋହାପତ୍ର, ଯୁବ ଶକ୍ତି ଟ୍ରଷ୍ଟର ଟ୍ରଷ୍ଟି ଆଶିଷ କୁମାର ରାଉତ ପ୍ରମୁଖ ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଏକ ଶ୍ରେଷ୍ଠ ମହାନ ଦାନର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର