ରାଜ୍ୟର ୩ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲାରେ ମିଳୁଛି ଭେଜାଲ ଖାଦ୍ୟ, ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ ପରେ ଚିନ୍ତାରେ ଜନତା…..

The Sakala Picture
Published On

ଭୁବନେଶ୍ବର : ଆପଣ ଯାହା ଖାଉଛନ୍ତି ତାହା ଅସଲି ତ! ଏବେ ଏହି ପ୍ରଶ୍ନ ନିଜକୁ ନଜେ ପଚାରନ୍ତୁ, କାରଣ ସାରା ରାଜ୍ୟରେ ମାଡି ଚାଲିଛି ଭେଜାଲ ଖାଦ୍ୟ ପଦାର୍ଥର ବିକ୍ରି। ଅଧିକ ଲାଭ ପାଇବା ଆଶାରେ କିଛି ମୁନାଫାଖୋର ଲୋକ ଏପରି କରୁଛନ୍ତି। ଆଉ ଯାହାକୁ ଖାଇ ଲୋକମାନେ ବହୁ ରୋଗରେ ପଡୁଛନ୍ତି। ତେବେ ରାଜ୍ୟରେ ଚାଲିଥିବା ଏହି ଭେଜାଲ ଖାଦ୍ୟ ବିକ୍ରିକୁ ନେଇ ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ତଥ୍ୟ […]

ଭୁବନେଶ୍ବର : ଆପଣ ଯାହା ଖାଉଛନ୍ତି ତାହା ଅସଲି ତ! ଏବେ ଏହି ପ୍ରଶ୍ନ ନିଜକୁ ନଜେ ପଚାରନ୍ତୁ, କାରଣ ସାରା ରାଜ୍ୟରେ ମାଡି ଚାଲିଛି ଭେଜାଲ ଖାଦ୍ୟ ପଦାର୍ଥର ବିକ୍ରି। ଅଧିକ ଲାଭ ପାଇବା ଆଶାରେ କିଛି ମୁନାଫାଖୋର ଲୋକ ଏପରି କରୁଛନ୍ତି। ଆଉ ଯାହାକୁ ଖାଇ ଲୋକମାନେ ବହୁ ରୋଗରେ ପଡୁଛନ୍ତି।

ଆହୁରି ପଢ଼ନ୍ତୁ: ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ କାହିଁକି ହେଲାନି ଆଗୁଆ ପ୍ରସ୍ତୁତି? ଗଞ୍ଜାମ ବନ୍ୟାକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ପ୍ରଶ୍ନ

ତେବେ ରାଜ୍ୟରେ ଚାଲିଥିବା ଏହି ଭେଜାଲ ଖାଦ୍ୟ ବିକ୍ରିକୁ ନେଇ ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ତଥ୍ୟ ଆପଣଙ୍କ ନିଦ ହଜାଇଦେବ। କାରଣ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଅପମିଶ୍ରିତ ଖାଦ୍ୟ କାରବାର ବହୁ ମାତ୍ରାରେ ରହିଛଇ। ଚା, ବିସ୍କୁଟ, ସସ୍‌, ଗରମ ମସଲା, ଅଟା, ହରଲିକ୍ସ, ଲଙ୍କାଗୁଣ୍ଡା, ଚାଉମେନ, ଆଇସ କ୍ରିମ, ହଳଦୀ, ରୋଷେଇ ତେଲ, ଚକଲେଟ, ମିକ୍ସଚର, ପାଣି, ମଇଦା, କଷ୍ଟର୍ଡ ପାଉଡ଼ର, ଛତୁଆ ସବୁ ଭେଜାଲ ବିକ୍ରି ଦେଉଥିବା ଅଭିଯୋଗ ରହିଛି।

ଆହୁରି ପଢ଼ନ୍ତୁ: ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌: ୫୦୦ ଗ୍ରାମ ସୁନା ଓ ୧୧ କିଲୋ ରୁପା ଅଳଙ୍କାର ଜବତ, ୧୨ ଗିରଫ

ଗତ ଦୁଇ ବର୍ଷ ଭିତରେ ଖାଦ୍ୟ ନିରାପତ୍ତା ପରୀକ୍ଷାଗାରରେ ପରୀକ୍ଷା ହେବା ପରେ ମିଳିଛି ଅପମିଶ୍ରିତ ଖାଦ୍ୟର ପ୍ରମାଣ। ବରଗଡ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ବାଦ ଦେଲେ ବାକି ସବୁ ଜିଲ୍ଲାରେ ଭେଜାଲ ଖାଦ୍ୟ ମିଳୁଛି ବୋଲି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଆବାସିକ ସ୍କୁଲରେ ଛାତ୍ରୀ ପ୍ରସବ ଘଟଣାକୁ ବିଜେଡିର ନିନ୍ଦା: 'ଆଦିବାସୀ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର