ଚଢ଼ିଗଲା ‘ଆମ ବସ୍’ : ଜଗା ଦର୍ଶନ ପାଇଁ ଯାଉଥିବା ୩ ଯୁବତୀଙ୍କ ମୃତ୍ୟୁ

The Sakala Picture
Published On

ଭୁବନେଶ୍ବର : ପୁଣି ଜୀବନ ନେଲା ଆମ ବସ୍‌। ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ୩ ଯୁବତୀଙ୍କ ଉପରେ ‘ଆମ ବସ୍’ ଚଢିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଏକ ହୃଦୟ ବିଦାରକ ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପିପିଲି ତରାକାଜ ନିକଟର ଜାତୀୟ ରାଜପଥ ଉପରେ। ମିଳିଥିବା ସୂଚନା ମୁତାବକ ଗତକାଲି ପୁରୀ ରଥଯାତ୍ରରେ ଅଟକିଥିବା ୩ ରଥ ଆଜି ଶରଧାବାଲିରେ ଲାଗିଛି। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ମଧ୍ୟ […]

ଭୁବନେଶ୍ବର : ପୁଣି ଜୀବନ ନେଲା ଆମ ବସ୍‌। ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ୩ ଯୁବତୀଙ୍କ ଉପରେ ‘ଆମ ବସ୍’ ଚଢିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଏକ ହୃଦୟ ବିଦାରକ ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପିପିଲି ତରାକାଜ ନିକଟର ଜାତୀୟ ରାଜପଥ ଉପରେ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

ମିଳିଥିବା ସୂଚନା ମୁତାବକ ଗତକାଲି ପୁରୀ ରଥଯାତ୍ରରେ ଅଟକିଥିବା ୩ ରଥ ଆଜି ଶରଧାବାଲିରେ ଲାଗିଛି। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ମଧ୍ୟ ବହୁ ଭକ୍ତ ପୁରୀ ଯାଉଛନ୍ତି। ଆଜି ଅପରାହ୍ନ ୫ଟା ସମୟରେ ୩ ଯୁବତୀ ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ପିପିଲି ତରାକାଜ ନିକଟର ଜାତୀୟ ରାଜପଥ ଉପରେ ଆଉ ଏକ ସ୍କୁଟି ସ୍କୁଟି ସାଇଡ୍‌ ମାରିବାରୁ ତଳେ ପଡ଼ି ଯାଇଥିଲେ ୩ ଯୁବତୀ, ଆଉ ଏହି ସମୟରେ ସେହି ରାସ୍ତାରେ ପୁରୀ ଅଭିମୁଖେ ଯାଉଥିବା ‘ଆମ ବସ୍’ ୩ ଯୁବତୀଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ୩ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ହେଲେ ଯୁବତୀଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ।

ଆହୁରି ପଢ଼ନ୍ତୁ: ଇଞ୍ଜିନରେ ତ୍ରୁଟି ସନ୍ଦେହ, ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

28 Jun 2025 By The Sakala

ଚଢ଼ିଗଲା ‘ଆମ ବସ୍’ : ଜଗା ଦର୍ଶନ ପାଇଁ ଯାଉଥିବା ୩ ଯୁବତୀଙ୍କ ମୃତ୍ୟୁ

ଭୁବନେଶ୍ବର : ପୁଣି ଜୀବନ ନେଲା ଆମ ବସ୍‌। ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ୩ ଯୁବତୀଙ୍କ ଉପରେ ‘ଆମ ବସ୍’ ଚଢିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଏକ ହୃଦୟ ବିଦାରକ ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ପିପିଲି ତରାକାଜ ନିକଟର ଜାତୀୟ ରାଜପଥ ଉପରେ।

ମିଳିଥିବା ସୂଚନା ମୁତାବକ ଗତକାଲି ପୁରୀ ରଥଯାତ୍ରରେ ଅଟକିଥିବା ୩ ରଥ ଆଜି ଶରଧାବାଲିରେ ଲାଗିଛି। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ମଧ୍ୟ ବହୁ ଭକ୍ତ ପୁରୀ ଯାଉଛନ୍ତି। ଆଜି ଅପରାହ୍ନ ୫ଟା ସମୟରେ ୩ ଯୁବତୀ ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ପିପିଲି ତରାକାଜ ନିକଟର ଜାତୀୟ ରାଜପଥ ଉପରେ ଆଉ ଏକ ସ୍କୁଟି ସ୍କୁଟି ସାଇଡ୍‌ ମାରିବାରୁ ତଳେ ପଡ଼ି ଯାଇଥିଲେ ୩ ଯୁବତୀ, ଆଉ ଏହି ସମୟରେ ସେହି ରାସ୍ତାରେ ପୁରୀ ଅଭିମୁଖେ ଯାଉଥିବା ‘ଆମ ବସ୍’ ୩ ଯୁବତୀଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ୩ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ହେଲେ ଯୁବତୀଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର