ଶନିବାର ରାଶିଫଳ ( ୧୧-୧୨-୨୦୨୧ )
ମେଷ: କର୍ମକ୍ଷେତ୍ରରେ ସୁଖ ସମ୍ମାନ ପ୍ରାପ୍ତି ହେବ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ପରିବହନ ଓ ବାଣିଜ୍ୟରେ ଆୟ ଦ୍ବିଗୁଣିତ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ-କଫି। ବୃଷ:କର୍ମକ୍ଷେତ୍ରରେ ପ୍ରସିଦ୍ଧି ବୃଦ୍ଧି ପାଇବ । ରାଜନୀତିରେ ଧନ ସମ୍ମାନ ପାଇବେ । ମହିଳାମାନେ ଦୃଢ଼ମନା ହେବେ। ପରିବହନ ଓ ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ । ଶିକ୍ଷାର୍ଥୀମାନେ ଉତ୍ସାହିତ ରହିବେ । ଶୁଭ […]
ମେଷ: କର୍ମକ୍ଷେତ୍ରରେ ସୁଖ ସମ୍ମାନ ପ୍ରାପ୍ତି ହେବ। ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଚାକିରିରେ ପଦୋନ୍ନତି ହୋଇପାରେ। ପରିବହନ ଓ ବାଣିଜ୍ୟରେ ଆୟ ଦ୍ବିଗୁଣିତ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ-କଫି।
ବୃଷ:କର୍ମକ୍ଷେତ୍ରରେ ପ୍ରସିଦ୍ଧି ବୃଦ୍ଧି ପାଇବ । ରାଜନୀତିରେ ଧନ ସମ୍ମାନ ପାଇବେ । ମହିଳାମାନେ ଦୃଢ଼ମନା ହେବେ। ପରିବହନ ଓ ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ । ଶିକ୍ଷାର୍ଥୀମାନେ ଉତ୍ସାହିତ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ |
ମିଥୁନ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ରାଜନୀତିରେ ବାଧାବିଘ୍ନ ରହିବ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ନିରାଶବାଦୀ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ।
କର୍କଟ: ଦିନଟିରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପଡ଼ିପାରନ୍ତି। ଅର୍ଥହାନି ସହ ମନସ୍ତାପ ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଅସଫଳ ହୋଇପାରନ୍ତି । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।
ସିଂହ: ବିଭିନ୍ନ ଉପାୟରେ ଅର୍ଥାଗମ ହେବ। ଚାକିରିରେ ସହଯୋଗ ପାଇବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍ ।
କନ୍ୟା: ଦିନଟି କର୍ମତତ୍ପର ରହିବେ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ମହିଳାମାନେ ଦୃଢ଼ମନା ରହିବେ। ବାଣିଜ୍ୟରେ ଲାଉମିଳିବ। ଶିକ୍ଷାର୍ଥୀ ଅଧ୍ୟୟନରତ ରହିବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍।
ତୁଳା: ପ୍ରତିଟି କାର୍ଯ୍ୟରେ ଆଗେଇ ଚାଲିବେ | ସନ୍ତାନମାନେ ଉନ୍ନତି କରିବେ। ମହିଳାମାନେ ହସଖୁସିରେ ସମୟ କଟାଇବେ। ବାଣିଜ୍ୟର ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା |
ବିଛା: କର୍ମକ୍ଷେତ୍ର ପରାଧୀନତା ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ I ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ |
ଧନୁ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ । ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ ।
ମକର: କର୍ମକ୍ଷେତ୍ରରେ ସମ୍ମାନ ପାଇବେ | ମହିଳାମାନେ ଭ୍ରମଣପ୍ରିୟ ହେବେ। ଆକସ୍ମିକ ଧନପ୍ରାପ୍ତି ହୋଇପାରେ। ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ |
କୁମ୍ଭ: ଦିନଟି ଆମୋଦ ପ୍ରମୋଦ ଭିତରେ କଟିବ। ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ।ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍ ।
ମୀନ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ଅସହଯୋଗ ଦେଖାଦେବ। ରାଜନୀତିରେ ବିଷମ ପରିସ୍ଥିତି ରହିବ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସମସ୍ୟା ରହିବ | ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।