ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶନିବାର ରାଶିଫଳ ( ୦୨-୧୦-୨୦୨୧ )

The Sakala Picture
Published On

ମେଷ:କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ । ପ୍ରଶାସନିକ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ । ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – କମଳା ବୃଷ : ସମାଜରେ ଉଚ୍ଚ ଆସନରେ ଅଂଳକୃତ ହେବେ। ଚାକିରିରେ ଦକ୍ଷ ପ୍ରତିପାଦିତ ହେବେ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଉନ୍ନତିହେବ । ଶିକ୍ଷାର୍ଥୀ ଯଶକୀର୍ତି ପାଇବେ। ଶୁଭ ଅଙ୍କ – ୬, ଶୁଭ […]

ମେଷ:କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ । ପ୍ରଶାସନିକ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ । ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – କମଳା

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୧-୦୬-୨୦୨୬)

ବୃଷ : ସମାଜରେ ଉଚ୍ଚ ଆସନରେ ଅଂଳକୃତ ହେବେ। ଚାକିରିରେ ଦକ୍ଷ ପ୍ରତିପାଦିତ ହେବେ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଉନ୍ନତିହେବ । ଶିକ୍ଷାର୍ଥୀ ଯଶକୀର୍ତି ପାଇବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ଧଳା

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: କର୍ମକ୍ଷେତ୍ରରେ ମନ୍ଥରତା ଦେଖାଦେବ। ରାଜନୀତିରେ ସମସ୍ୟା ରହିବ । ମହିଳାମାନେ ବିରକ୍ତି ମନା ହେବେ। ବାଣିଜ୍ୟରେ ବ୍ୟୟ ବହୁଳତା ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୧୫-୦୬-୨୦୨୬)

କର୍କଟ: ଦିନଟି ସୁଖଶାନ୍ତି ଭିତରେ କଟିବ। ମହିଳାମାନେ ଆଦରଣୀୟା ହେବେ । ପ୍ରଶାସନିକ ପ୍ରଶଂସିତ ହେବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ଧଳା

ସିଂହ : କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ବାହାରକୁ ଯାଇପାରନ୍ତି । ଚାକିରିରେ କାର୍ଯ୍ୟ ବ୍ୟସ୍ତତା ଦେଖାଦେବ । ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – କମଳା

କନ୍ୟା : ବିଶିଷ୍ଟ ବ୍ୟକ୍ତିଙ୍କ ସହ ସଂପର୍କ ସ୍ଥାପନ ଓ ସହଯୋଗ ପାଇବେ। ମହିଳାମାନେ ନୂତନ କର୍ମରେ ନିଯୁକ୍ତି ପାଇ ପାରନ୍ତି। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଆଦର ପାଇବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍

ତୁଳା: ବିଭିନ୍ନ ଉପାୟରେ ଆୟ କରିବେ । ଉଭୟ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ମନ ମୁତାବକ ଫଳ ପାଇବେ । ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ବିଛା : ବହୁ ଚେଷ୍ଟା କରି ସାମାନ୍ୟ ଫଳ ପାଇବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହୋଇପାରେ। ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭଅଙ୍କ – ୧, ଶୁଭରଙ୍ଗ – ପିଙ୍କ

ଧନୁ : ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ। ଚାକିରିରେ ଚାପରହିବ । ରାଜନୀତିରେ ଷଡଯନ୍ତ୍ରରେ ପଡିପାରନ୍ତି। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ତ୍ରୁଟି କରିପାରିନ୍ତି। ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ମକର : ଅଜଣା ବ୍ୟକ୍ତିଙ୍କର ସହଯୋଗ ପାଇ ଆଗେଇ ଚାଲିବେ। ଚାକିରିରେ ସମ୍ମାନ ବଢିବ । ରାଜନୀତିରେ ପ୍ରଶଂସା ବୃଦ୍ଧି ପାଇବ | ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଅନୁଶାସନ ପ୍ରିୟ ହେବେ । ଶୁଭ ଅଙ୍କ – ୬୯, ଶୁଭ ରଙ୍ଗ – କମଳା

କୁମ୍ଭ : କର୍ମ କ୍ଷେତ୍ରରେ ସ୍ବାଧୀନତା ରହିବ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ସକ୍ରିୟ ରହିବେ | ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ – ୪, ଶୁଭ ରଙ୍ଗ – – ମେଟାଲିକ୍

ମୀନ : ଦିନଟି ଅନିଶ୍ଚିତତା ଭିତରେ ଗତି କରିବେ । ଚାକିରିରେ ଅବହେଳା କରିବେ । ରାଜନୀତିରେ ପ୍ରତିଦ୍ବନ୍ଦିତ ରହିବ | ବାଣିଜ୍ୟରେ ମନ୍ଥର ରହିବ । ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ

02 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp