ଏମିତି ଏକ ପରିବା ଅଛି ଯାହାର ଦାମ୍ ଶୁଣିଲେ ହୋସ୍ ଉଡିଯିବ, କିଲୋ ୧ ଲକ୍ଷ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱରେ ଏମିତି କିଛି ପରିବା ଅଛି ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ପରିବା କିଲୋ ପିଛା ଦାମ ୧ ଲକ୍ଷ ଟଙ୍କା ମଧ୍ଯ ରହିଛି। ଆପଣ ବିଶ୍ବାସ ନ କଲେ ମଧ୍ଯ ସତ। ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ମଧ୍ୟ କୁହାଯାଉଛି। ଜଣେ ଆଇଏଏସ୍ ଅଧିକାରୀ ଏ ନେଇ ଟ୍ବିଟ କରି ଜଣାଇଛନ୍ତି। ଏହ ପରିବାର ନାଁ ‘ହପ୍ ସୁଟ୍ସ’ ବୋଲି ସେ ଟ୍ବିଟ ଆକାଉଣ୍ଟରେ ଲେଖିଛନ୍ତି। One kilogram of […]

ନୂଆଦିଲ୍ଲୀ: ବିଶ୍ୱରେ ଏମିତି କିଛି ପରିବା ଅଛି ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ପରିବା କିଲୋ ପିଛା ଦାମ ୧ ଲକ୍ଷ ଟଙ୍କା ମଧ୍ଯ ରହିଛି। ଆପଣ ବିଶ୍ବାସ ନ କଲେ ମଧ୍ଯ ସତ। ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ମଧ୍ୟ କୁହାଯାଉଛି। ଜଣେ ଆଇଏଏସ୍ ଅଧିକାରୀ ଏ ନେଇ ଟ୍ବିଟ କରି ଜଣାଇଛନ୍ତି। ଏହ ପରିବାର ନାଁ ‘ହପ୍ ସୁଟ୍ସ’ ବୋଲି ସେ ଟ୍ବିଟ ଆକାଉଣ୍ଟରେ ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ବିହାରରେ ଏମିତି ଏକ ପରିବା ଚାଷ ହେଉଛି ଯାହାର ଦାମ୍ ଏକ ଲକ୍ଷ ଟଙ୍କା । ଏହାକୁ ବିହାରର ଔରଙ୍ଗାବାଦରେ ଅମରେଶ ସିଂହ ନାମକ ଜଣେ ଚାଷୀ ଚାଷ କରୁଛନ୍ତି । ଏହି ପରିବା ହପ୍ ସୁଟ୍ସ ର ଫଟୋ ମଧ୍ଯ ଆଇଏଏସ୍ ଅଫିସର ସୁପ୍ରିୟା ସାହୁ ନିଜେ ଟ୍ବିଟରରେ ସେୟାର କରିଛନ୍ତି। ଏହାକୁ ବିୟରରେ ଫ୍ଲେଭରିଂ ଏଜେଣ୍ଟ ରୂପେ ବ୍ୟବହାର କରାଯାଏ। ତେଣୁ ଏହାର ଦାମ୍ ଆକାଶଛୁଆଁ । ଏହାକୁ ହର୍ବଲ ମେଡିସିନରେ ପ୍ରୟୋଗ ମଧ୍ୟ କରାଯାଏ । କେବଳ ଏତିକି ନୁହେଁ, ଏହାକୁ ପରିବା ରୂପେ ଖାଦ୍ୟ ଭାବେ ମଧ୍ୟ ଗ୍ରହଣ କରାଯାଏ । କୁହାଯାଉଛି ଏହି ପରିବା ଖାଇବା ଦ୍ୱାର ଆମ ଶରୀରରେ ଥିବା କ୍ୟାନ୍ସର ସେଲ୍ସ ନଷ୍ଟ ହୋଇଥାଏ ।

01 Apr 2021 By The Sakala

ଏମିତି ଏକ ପରିବା ଅଛି ଯାହାର ଦାମ୍ ଶୁଣିଲେ ହୋସ୍ ଉଡିଯିବ, କିଲୋ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଶ୍ୱରେ ଏମିତି କିଛି ପରିବା ଅଛି ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ପରିବା କିଲୋ ପିଛା ଦାମ ୧ ଲକ୍ଷ ଟଙ୍କା ମଧ୍ଯ ରହିଛି। ଆପଣ ବିଶ୍ବାସ ନ କଲେ ମଧ୍ଯ ସତ। ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ମଧ୍ୟ କୁହାଯାଉଛି। ଜଣେ ଆଇଏଏସ୍ ଅଧିକାରୀ ଏ ନେଇ ଟ୍ବିଟ କରି ଜଣାଇଛନ୍ତି। ଏହ ପରିବାର ନାଁ ‘ହପ୍ ସୁଟ୍ସ’ ବୋଲି ସେ ଟ୍ବିଟ ଆକାଉଣ୍ଟରେ ଲେଖିଛନ୍ତି।

ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ବିହାରରେ ଏମିତି ଏକ ପରିବା ଚାଷ ହେଉଛି ଯାହାର ଦାମ୍ ଏକ ଲକ୍ଷ ଟଙ୍କା । ଏହାକୁ ବିହାରର ଔରଙ୍ଗାବାଦରେ ଅମରେଶ ସିଂହ ନାମକ ଜଣେ ଚାଷୀ ଚାଷ କରୁଛନ୍ତି । ଏହି ପରିବା ହପ୍ ସୁଟ୍ସ ର ଫଟୋ ମଧ୍ଯ ଆଇଏଏସ୍ ଅଫିସର ସୁପ୍ରିୟା ସାହୁ ନିଜେ ଟ୍ବିଟରରେ ସେୟାର କରିଛନ୍ତି। ଏହାକୁ ବିୟରରେ ଫ୍ଲେଭରିଂ ଏଜେଣ୍ଟ ରୂପେ ବ୍ୟବହାର କରାଯାଏ। ତେଣୁ ଏହାର ଦାମ୍ ଆକାଶଛୁଆଁ । ଏହାକୁ ହର୍ବଲ ମେଡିସିନରେ ପ୍ରୟୋଗ ମଧ୍ୟ କରାଯାଏ । କେବଳ ଏତିକି ନୁହେଁ, ଏହାକୁ ପରିବା ରୂପେ ଖାଦ୍ୟ ଭାବେ ମଧ୍ୟ ଗ୍ରହଣ କରାଯାଏ । କୁହାଯାଉଛି ଏହି ପରିବା ଖାଇବା ଦ୍ୱାର ଆମ ଶରୀରରେ ଥିବା କ୍ୟାନ୍ସର ସେଲ୍ସ ନଷ୍ଟ ହୋଇଥାଏ ।

https://www.thesakala.in/big-news/vegetable-price-of-one-lakh/article-1156
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର