ଶ୍ରୀଜିଉଙ୍କ ରତ୍ନ ପଲଙ୍କ ହେବ ରୂପା ଛାଉଣୀ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

The Sakala Picture
Published On

ପୁରୀ: ମହାପ୍ରଭୁଙ୍କ ରତ୍ନ ପଲଙ୍କ ହେବ ରୂପା ଛାଉଣୀ । ରତ୍ନ ପଲଙ୍କ ସହ ପତିତପାବନ ମନ୍ଦିର, ସିଂହଦ୍ଵାର ଗୁମୁଟର ଦ୍ୱାର ବନ୍ଧ ସମେତ ଭଣ୍ଡାର ଘର, ଲୋକନାଥ ମନ୍ଦିରକୁ କରାଯିବ ରୂପା ଛାଉଣୀ। ଏନେଇ ସେବାୟତଙ୍କୁ ଆଜି ଡିଜାଇନ୍ ଦେଖାଯାଇଛି। ପୂର୍ବ ପରିଚାଳନା କମିଟିରେ ଏନେଇ ହୋଇଥିଲା ଆଲୋଚନା। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

14 Nov 2024 By The Sakala

ଶ୍ରୀଜିଉଙ୍କ ରତ୍ନ ପଲଙ୍କ ହେବ ରୂପା ଛାଉଣୀ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ପୁରୀ: ମହାପ୍ରଭୁଙ୍କ ରତ୍ନ ପଲଙ୍କ ହେବ ରୂପା ଛାଉଣୀ । ରତ୍ନ ପଲଙ୍କ ସହ ପତିତପାବନ ମନ୍ଦିର, ସିଂହଦ୍ଵାର ଗୁମୁଟର ଦ୍ୱାର ବନ୍ଧ ସମେତ ଭଣ୍ଡାର ଘର, ଲୋକନାଥ ମନ୍ଦିରକୁ କରାଯିବ ରୂପା ଛାଉଣୀ। ଏନେଇ ସେବାୟତଙ୍କୁ ଆଜି ଡିଜାଇନ୍ ଦେଖାଯାଇଛି। ପୂର୍ବ ପରିଚାଳନା କମିଟିରେ ଏନେଇ ହୋଇଥିଲା ଆଲୋଚନା। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର