ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ ସର୍ଭର ଡାଉନ୍‌

The Sakala Picture
Published On

ଭୁବନେଶ୍ବର : ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଛି। ଆଜି ଅପରାହ୍ନ ୩ଟାଠୁ ଏପରି ସମସ୍ୟା ଦେଖାଦେଇଛି ବୋଲି ସୋସିଆଲ ମିଡିଆରେ ଉପଭୋକ୍ତା ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ଯୋଗୁ ଅନେକ ଉପଭୋକ୍ତା ସମସ୍ୟାରେ ପଡିଛନ୍ତି। ‘ୟୁଟ୍ୟୁବ୍‌’ରେ କୌଣସି ଭିଡ଼ିଓ ପୋଷ୍ଟ କଲେ ତାହା ନିଜ ଆକାଉଣ୍ଟରେ ଦୃଶ୍ୟମାନ ହେଉନି କି କୌଣସି ଦର୍ଶକ ମଧ୍ୟ ଏହାକୁ ଦେଖିପାରୁନାହାନ୍ତି। ଡାଉନ୍‌ଡିଟେକ୍ଟର  ଅନୁଯାୟୀ, ପ୍ରାୟ ୮୦ […]

ଭୁବନେଶ୍ବର : ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଛି। ଆଜି ଅପରାହ୍ନ ୩ଟାଠୁ ଏପରି ସମସ୍ୟା ଦେଖାଦେଇଛି ବୋଲି ସୋସିଆଲ ମିଡିଆରେ ଉପଭୋକ୍ତା ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ଯୋଗୁ ଅନେକ ଉପଭୋକ୍ତା ସମସ୍ୟାରେ ପଡିଛନ୍ତି। ‘ୟୁଟ୍ୟୁବ୍‌’ରେ କୌଣସି ଭିଡ଼ିଓ ପୋଷ୍ଟ କଲେ ତାହା ନିଜ ଆକାଉଣ୍ଟରେ ଦୃଶ୍ୟମାନ ହେଉନି କି କୌଣସି ଦର୍ଶକ ମଧ୍ୟ ଏହାକୁ ଦେଖିପାରୁନାହାନ୍ତି।

ଆହୁରି ପଢ଼ନ୍ତୁ: ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

ଡାଉନ୍‌ଡିଟେକ୍ଟର  ଅନୁଯାୟୀ, ପ୍ରାୟ ୮୦ ପ୍ରତିଶତ ଉପଭୋକ୍ତା ଭିଡିଓ ଦେଖିବା ଏବଂ ୟୁଟ୍ୟୁବରେ ଅପଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କେବଳ ଭାରତୀୟ ବ୍ୟବହାରକାରୀମାନେ ୟୁଟ୍ୟୁବରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନା ବିଶ୍ବର ସବୁ ଉପଭୋକ୍ତାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ମିଷ୍ଟରବିଷ୍ଟ (MrBeast) କଲେ ବିବାହ: ଦୀର୍ଘଦିନର ବାନ୍ଧବୀ ଥିଆ ବୁଇସେନଙ୍କୁ କଲେ ଜୀବନସାଥୀ, ସେୟାର କଲେ ବିବାହର ପ୍ରଥମ ଫଟୋ

ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବହୁ ଉପଭୋକ୍ତା ପୋଷ୍ଟ କରିଛନ୍ତି। ଉପଭୋକ୍ତା ୟୁଟ୍ୟୁବ୍ ଡାଉନ୍, ୟୁଟ୍ୟୁବ୍ କ୍ରିଏଟର୍ସ ଏବଂ ୟୁଟ୍ୟୁବ୍ ଇଣ୍ଡିଆର ହ୍ୟାସଟ୍ୟାଗକୁ ହାଇଲାଇଟ୍ କରିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ‘ୟୁଟ୍ୟୁବ୍‌’ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ବିବୃତ୍ତି ଏପର୍ଯ୍ୟନ୍ତ ଦେଇନାହିଁ।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

27 Feb 2024 By The Sakala

ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ ସର୍ଭର ଡାଉନ୍‌

ଭୁବନେଶ୍ବର : ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଛି। ଆଜି ଅପରାହ୍ନ ୩ଟାଠୁ ଏପରି ସମସ୍ୟା ଦେଖାଦେଇଛି ବୋଲି ସୋସିଆଲ ମିଡିଆରେ ଉପଭୋକ୍ତା ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ଯୋଗୁ ଅନେକ ଉପଭୋକ୍ତା ସମସ୍ୟାରେ ପଡିଛନ୍ତି। ‘ୟୁଟ୍ୟୁବ୍‌’ରେ କୌଣସି ଭିଡ଼ିଓ ପୋଷ୍ଟ କଲେ ତାହା ନିଜ ଆକାଉଣ୍ଟରେ ଦୃଶ୍ୟମାନ ହେଉନି କି କୌଣସି ଦର୍ଶକ ମଧ୍ୟ ଏହାକୁ ଦେଖିପାରୁନାହାନ୍ତି।

ଡାଉନ୍‌ଡିଟେକ୍ଟର  ଅନୁଯାୟୀ, ପ୍ରାୟ ୮୦ ପ୍ରତିଶତ ଉପଭୋକ୍ତା ଭିଡିଓ ଦେଖିବା ଏବଂ ୟୁଟ୍ୟୁବରେ ଅପଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କେବଳ ଭାରତୀୟ ବ୍ୟବହାରକାରୀମାନେ ୟୁଟ୍ୟୁବରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନା ବିଶ୍ବର ସବୁ ଉପଭୋକ୍ତାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବହୁ ଉପଭୋକ୍ତା ପୋଷ୍ଟ କରିଛନ୍ତି। ଉପଭୋକ୍ତା ୟୁଟ୍ୟୁବ୍ ଡାଉନ୍, ୟୁଟ୍ୟୁବ୍ କ୍ରିଏଟର୍ସ ଏବଂ ୟୁଟ୍ୟୁବ୍ ଇଣ୍ଡିଆର ହ୍ୟାସଟ୍ୟାଗକୁ ହାଇଲାଇଟ୍ କରିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ‘ୟୁଟ୍ୟୁବ୍‌’ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ବିବୃତ୍ତି ଏପର୍ଯ୍ୟନ୍ତ ଦେଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର