ବାସ୍ତୁ ଟିପ୍ସ: ଅର୍ଥାଭାବ ଦୂର କରିବା ସହ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପାଇଁ ଘରେ ସର୍ବଦା ରଖନ୍ତୁ ବଇଁଶୀ

The Sakala Picture
Published On

ବଇଁଶୀ ହେଉଛି ସମୃଦ୍ଧିର ପ୍ରତୀକ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ବଇଁଶୀ ଥାଏ, ସେଠାରେ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପଡ଼ିଥାଏ। ଯାହା ଦ୍ବାରା କେବେ ମଧ୍ୟ ଅର୍ଥାଭାବ ଦେଖାଯାଏ ନାହିଁ । ଏହା ସହିତ ସବୁପ୍ରକାର ଦୁଃଖକଷ୍ଟରୁ ମୁକ୍ତି ମିଳିଥାଏ। ବାସ୍ତୁଦୋଷ ଦୂର କରିବା କ୍ଷେତ୍ରରେ ବଇଁଶୀ ବେଶ୍‌ ସହାୟକ। ତେବେ ଆସନ୍ତୁ ଜାଣିବା ବଇଁଶୀ ରଖିବା ଦ୍ବାରା କେଉଁ ସବୁ ବାସ୍ତୁଦୋଷ ଦୂର ହୋଇଥାଏ। ପତିପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦୂର କରିବା ପାଇଁ ଶୟନ କକ୍ଷରେ […]

ବଇଁଶୀ ହେଉଛି ସମୃଦ୍ଧିର ପ୍ରତୀକ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ବଇଁଶୀ ଥାଏ, ସେଠାରେ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପଡ଼ିଥାଏ। ଯାହା ଦ୍ବାରା କେବେ ମଧ୍ୟ ଅର୍ଥାଭାବ ଦେଖାଯାଏ ନାହିଁ । ଏହା ସହିତ ସବୁପ୍ରକାର ଦୁଃଖକଷ୍ଟରୁ ମୁକ୍ତି ମିଳିଥାଏ। ବାସ୍ତୁଦୋଷ ଦୂର କରିବା କ୍ଷେତ୍ରରେ ବଇଁଶୀ ବେଶ୍‌ ସହାୟକ। ତେବେ ଆସନ୍ତୁ ଜାଣିବା ବଇଁଶୀ ରଖିବା ଦ୍ବାରା କେଉଁ ସବୁ ବାସ୍ତୁଦୋଷ ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

  • ପତିପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦୂର କରିବା ପାଇଁ ଶୟନ କକ୍ଷରେ ମୁଣ୍ଡପାଖରେ ବଇଁଶୀ ରଖି ଶୁଅନ୍ତୁ।
  • ଘରର ମୁଖ୍ୟ ଦ୍ବାର ଉପରେ ବଇଁଶୀ ରଖିବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ଆର୍ଥିକ ସଙ୍କଟ ଦୂର ହୁଏ ଏବଂ ଶ୍ରୀକୃଷ୍ଣଙ୍କ କୃପା ଲାଭ ହୋଇଥାଏ।
  • ସମସ୍ତଙ୍କର ନଜର ପଡ଼ୁଥିବା ଭଳି ସ୍ଥାନରେ ବଇଁଶୀ ରଖନ୍ତୁ। ଏହାଦ୍ବାରା ସକାରାତ୍ମକ ଚିନ୍ତା ଓ ଶକ୍ତି ବୃଦ୍ଧି ହୋଇ ସଫଳତା ପ୍ରାପ୍ତି ହୋଇଥାଏ।
  • ଯଦି ଘରର କୌଣସି ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାନ୍ତି, ତେବେ ତାଙ୍କ କୋଠରିର କବାଟ ଉପରେ କିମ୍ବା ତାଙ୍କ ମୁଣ୍ଡ ପାଖରେ ବଇଁଶୀ ରଖିବା ଦ୍ବାରା ସ୍ବାସ୍ଥ୍ୟଲାଭ ହୁଏ।
  • ବ୍ୟବସାୟରେ ଲାଭ ହେବା ପାଇଁ ଦୋକାନର ମୁଖ୍ୟ ଦ୍ବାର ଉପରେ ବଇଁଶୀ ରଖନ୍ତୁ।
  • ବଇଁଶୀକୁ କେବେ ସିଧା ନ ଲଗାଇ ତେରଚ୍ଛା ଲଗାନ୍ତୁ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp