ରୋଷେଇ ଘରେ କେବେ ବି ରଖନ୍ତୁନି ଏହିସବୁ ଜିନିଷ, ହେବ ଅର୍ଥହାନି

The Sakala Picture
Published On

ରୋଷେଇ ଘରେ ଦେବୀ ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି ହିନ୍ଦୁଧର୍ମରେ ବିଶ୍ବାସ ରହିଛି। ତେଣୁ ରୋଷେଇ ଘର ସବୁବେଳେ ସଫାସୁତରା ରଖିବା ପାଇଁ କୁହାଯାଏ। ତେବେ ରୋେଷଇ ଘରେ ଲୋକେ ଅଜାଣତରେ ଏମିତି କିଛି ଜିନିଷ ରଖିଦିଅନ୍ତି,ଯେଉଁଥିପାଇଁ ବାସ୍ତୁଦୋଷ ସୃଷ୍ଟି ହୋଇ ଭବିଷ୍ୟତରେ ଆର୍ଥିକ ସଙ୍କଟର ସାମନା କରିବାକୁ ହୁଏ। ଆସନ୍ତୁ ଜାଣିବା ଏଭଳି ଜିନିଷଗୁଡ଼ିକ ସମ୍ପର୍କରେ… ରୋଷେଇ ଘରେ ଔଷଧ କିମ୍ବା ଫାଷ୍ଟଏଡ୍‌ ବକ୍ସ ରଖିଥିଲେ ଏହାକୁ ବାହାର କରିଦିଅନ୍ତୁ। ଏଥିଯୋଗୁ ନକାରାତ୍ମକ ଶକ୍ତି ସୃଷ୍ଟି […]

ରୋଷେଇ ଘରେ ଦେବୀ ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି ହିନ୍ଦୁଧର୍ମରେ ବିଶ୍ବାସ ରହିଛି। ତେଣୁ ରୋଷେଇ ଘର ସବୁବେଳେ ସଫାସୁତରା ରଖିବା ପାଇଁ କୁହାଯାଏ। ତେବେ ରୋେଷଇ ଘରେ ଲୋକେ ଅଜାଣତରେ ଏମିତି କିଛି ଜିନିଷ ରଖିଦିଅନ୍ତି,ଯେଉଁଥିପାଇଁ ବାସ୍ତୁଦୋଷ ସୃଷ୍ଟି ହୋଇ ଭବିଷ୍ୟତରେ ଆର୍ଥିକ ସଙ୍କଟର ସାମନା କରିବାକୁ ହୁଏ। ଆସନ୍ତୁ ଜାଣିବା ଏଭଳି ଜିନିଷଗୁଡ଼ିକ ସମ୍ପର୍କରେ…

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

  • ରୋଷେଇ ଘରେ ଔଷଧ କିମ୍ବା ଫାଷ୍ଟଏଡ୍‌ ବକ୍ସ ରଖିଥିଲେ ଏହାକୁ ବାହାର କରିଦିଅନ୍ତୁ। ଏଥିଯୋଗୁ ନକାରାତ୍ମକ ଶକ୍ତି ସୃଷ୍ଟି ହେବା ସହିତ ଆର୍ଥିକ ସ୍ଥିତି ଓ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

  • ରୋଷେଇ ଘରେ ଦର୍ପଣ ରଖିଥିଲେ କିମ୍ବା ରୋଷେଇଘରେ ବ୍ୟବହୃତ କାଚରେ ଗ୍ୟାସ୍‌ଚୁଲାର ନିଆଁ ପ୍ରତିଫଳିତ ହେଉଥିଲେ, ତୁରନ୍ତ ସେଗୁଡ଼ିକୁ ବାହାର କରିବା ଉଚିତ। ବାସ୍ତୁ ଅନୁଯାୟୀ, ରୋଷେଇ ଘରେ ଏକ ଦର୍ପଣ ରଖିବା ଦ୍ବାରା ଅତିରିକ୍ତ ଅଗ୍ନି ଶକ୍ତି ପ୍ରବାହିତ ସୃଷ୍ଟି ହୁଏ, ଯାହାକି ଅଗ୍ନି ଏବଂ ଜଳ ତତ୍ତ୍ବର ସନ୍ତୁଳନକୁ ପ୍ରଭାବିତ କରେ ଏବଂ ଏହାଦ୍ବାରା ବାସ୍ତୁଦୋଷ ସୃଷ୍ଟି ହୁଏ।

  • ଅଧିକାଂଶ ଲୋକ ରୋଷେଇ ଘରେ ପରିବା ଚୋପା ଏବଂ ବଳକା ଖାଦ୍ୟ ପକାଇବା ପାଇଁ ଏକ ଡଷ୍ଟବିନ୍‌ ରଖନ୍ତି। ଏହାଦ୍ବାରା ଆମକୁ ସୁବିଧା ମିଳୁଥିଲେ ମଧ୍ୟ ବାସ୍ତୁଦୋଷ ସୃଷ୍ଟି କରେ। ଡଷ୍ଟବିନ୍‌ ହେଉଛି ନକାରାତ୍ମକତାର ପ୍ରତୀକ ଏବଂ ଏହାକୁ ରୋଷେଇ ଘରେ ରଖିବା ଦ୍ବାରା ସ୍ବାସ୍ଥ୍ୟ ଏବଂ ଆର୍ଥିକ ପ୍ରଗତି ଉପରେ କୁପ୍ରଭାବ ପକାଇଥାଏ। ଭଙ୍ଗା ବାସନକୁ ରୋଷେଇ ଘରେ ରଖନ୍ତୁ ନାହିଁ। କାରଣ ଭଙ୍ଗା ବାସନଗୁଡ଼ିକ ଦୁର୍ଭାଗ୍ୟ ଏବଂ ଦାରିଦ୍ର୍ୟତାକୁ ବୃଦ୍ଧି କରେ।

  • ରୋଷେଇ ଘରେ ଝାଡ଼ୁ ରଖିବା ମଧ୍ୟ ଉଚିତ ନୁହେଁ। ଏହା ଦ୍ବାରା ପରିବାର ସଦସ୍ୟଙ୍କ ଭିତରେ ବିଶ୍ବାସ ଓ ସୁଖଶାନ୍ତି ହ୍ରାସ ହେବା ସହ ଆର୍ଥିକ ସଙ୍କଟ ଦେଖାଯାଏ। ​

26 Sep 2023 By The Sakala

https://www.thesakala.in/special/these-are-the-things-that-are-never-kept-in-the-kitchen/article-25775
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର