ବାସ୍ତୁ ନିୟମ ଅନୁସାରେ ଏହି ଦିଗକୁ ମୁହଁ କରି କେବେ ବି ଭୋଜନ ଗ୍ରହଣ କରନ୍ତୁ ନାହିଁ, ନଚେତ ରୋଗରେ ପଡ଼ିବାର ଥାଏ ଆଶଙ୍କା…

The Sakala Picture
Published On

ଖାଦ୍ୟ ସିଧାସଳଖ ଆମର ଶରୀର ଉପରେ ପ୍ରଭାବ ପକାଇଥାଏ। ଏହି ପରିପ୍ରେକ୍ଷୀରେ ବାସ୍ତୁଶାସ୍ତ୍ରରେ ଖାଦ୍ୟ ଗ୍ରହଣ କରିବା ପାଇଁ କିଛି ନିୟମ ରହିଛି। ଏହିସବୁ ନିୟମ ନ ମାନିଲେ, ପରିବାରର ସଦସ୍ୟମାନେ ରୋଗରେ ପୀଡ଼ିତ ହେବା ସହିତ ସୁଖସମୃଦ୍ଧି ହ୍ରାସ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଆସନ୍ତୁ ଜାଣିବା ଏସମ୍ପର୍କିତ କିଛି ବାସ୍ତୁ ନିୟମ… ବାସ୍ତୁଶାସ୍ତ୍ର ଅନୁସାରେ, ଭୋଜନ କରିବା ପାଇଁ ପୂର୍ବ ଦିଗ ସବୁଠାରୁ ଉତ୍ତମ ହୋଇଥାଏ। ପୂର୍ବ ଦିଗକୁ ମୁହଁ କରି ଭୋଜନ […]

ଖାଦ୍ୟ ସିଧାସଳଖ ଆମର ଶରୀର ଉପରେ ପ୍ରଭାବ ପକାଇଥାଏ। ଏହି ପରିପ୍ରେକ୍ଷୀରେ ବାସ୍ତୁଶାସ୍ତ୍ରରେ ଖାଦ୍ୟ ଗ୍ରହଣ କରିବା ପାଇଁ କିଛି ନିୟମ ରହିଛି। ଏହିସବୁ ନିୟମ ନ ମାନିଲେ, ପରିବାରର ସଦସ୍ୟମାନେ ରୋଗରେ ପୀଡ଼ିତ ହେବା ସହିତ ସୁଖସମୃଦ୍ଧି ହ୍ରାସ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଆସନ୍ତୁ ଜାଣିବା ଏସମ୍ପର୍କିତ କିଛି ବାସ୍ତୁ ନିୟମ…

ଆହୁରି ପଢ଼ନ୍ତୁ: ଘର ଓଳାଇବାର ସଠିକ୍ ସମୟ ଜାଣନ୍ତୁ, ନଚେତ୍ ଏହି ୩ଟି ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ!

  • ବାସ୍ତୁଶାସ୍ତ୍ର ଅନୁସାରେ, ଭୋଜନ କରିବା ପାଇଁ ପୂର୍ବ ଦିଗ ସବୁଠାରୁ ଉତ୍ତମ ହୋଇଥାଏ। ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଏହାଦ୍ବାରା ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଖାଦ୍ୟ ଶୀଘ୍ର ହଜମ ହେବା ସହ ଆୟୁ ବୃଦ୍ଧି ହୋଇଥାଏ।

  • ଉତ୍ତର ଦିଗ ଆଡ଼କୁ ମୁହଁ କରି ଭୋଜନ ଗ୍ରହଣ କରିବା ମଧ୍ୟ ଭଲ। ଏହାଦ୍ବାରା ଅବସାଦ, ଚିନ୍ତା ଦୂର ହେବା ସହ ଶାରୀରିକ ଓ ମାନସିକ ସମସ୍ୟା ଦୂର ହୁଏ। ବାସ୍ତୁ ଅନୁଯାୟୀ ଧନ, ବିଦ୍ୟା ଓ ଜ୍ଞାନ ପ୍ରାପ୍ତି ପାଇଁ ବ୍ୟକ୍ତିକୁ ସବୁବେଳେ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଗ୍ରହଣ କରିବା ଉଚିତ। କ୍ୟାରିୟର୍‌ ଆରମ୍ଭ କରୁଥିଲେ, ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଆନ୍ତୁ।

  • ଯେଉଁ ଲୋକମାନେ ବ୍ୟବସାୟ କରୁଛନ୍ତି କିମ୍ବା ଚାକିରିରେ ଉନ୍ନତି ଚାହୁଁଛନ୍ତି, ସେମାନେ ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ଖାଦ୍ୟ ଗ୍ରହଣ କରିବା ଉଚିତ। ଏହାଦ୍ବାରା ଆର୍ଥିକ ଉନ୍ନତି ହୋଇଥାଏ।

  • କେବେ ମଧ୍ୟ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ ଗ୍ରହଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ, ଏହା ହେଉଛି ଯମଙ୍କର ଦିଗ। ତେଣୁ ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ବାରା ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

28 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp