ବାସ୍ତୁବିଚାର: ବିବାହରେ ବିଳମ୍ବ ହେଉଛି କି, ଆପଣାନ୍ତୁ ଏହି ଉପାୟ…

The Sakala Picture
Published On

ଅନେକ ଯୁବକଯୁବତୀ ଦେଖିବାକୁ ସୁନ୍ଦର ଓ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଅନେକ ସମୟରେ ସେମାନଙ୍କର ବିବାହରେ ବିଳମ୍ବ ହେଉଥିବାର ଦେଖାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବାସ୍ତୁଦୋଷ ଥିଲେ ବିବାହ ବିଳମ୍ବ ହୋଇଥାଏ। ସେସବୁ ବାସ୍ତୁଦୋଷକୁ ଦୂର କରିବା ଦ୍ବାରା ବିବାହ କାର୍ଯ୍ୟ ଶୀଘ୍ର ହୋଇଥାଏ। ତେବେ ନିମ୍ନଲିଖିତ ଉପାୟ ଯୋଗୁଁ ବିବାହ ସମ୍ପର୍କିିତ ବାସ୍ତୁଦୋଷକୁ ଦୂର କରାଯାଇପାରିବ। -ଯେଉଁ ଯୁବକଯୁବତୀଙ୍କର ବିବାହରେ ବିଳମ୍ବ ହେଉଛି, ସେମାନଙ୍କ ଶୟନକକ୍ଷରେ ମାଣ୍ଡାରିନ୍‌ ବତକଙ୍କ ଯୋଡ଼ି ମୂର୍ତ୍ତି ରଖନ୍ତୁ। -ବିବାହଯୋଗ୍ୟ […]

ଅନେକ ଯୁବକଯୁବତୀ ଦେଖିବାକୁ ସୁନ୍ଦର ଓ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଅନେକ ସମୟରେ ସେମାନଙ୍କର ବିବାହରେ ବିଳମ୍ବ ହେଉଥିବାର ଦେଖାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବାସ୍ତୁଦୋଷ ଥିଲେ ବିବାହ ବିଳମ୍ବ ହୋଇଥାଏ। ସେସବୁ ବାସ୍ତୁଦୋଷକୁ ଦୂର କରିବା ଦ୍ବାରା ବିବାହ କାର୍ଯ୍ୟ ଶୀଘ୍ର ହୋଇଥାଏ। ତେବେ ନିମ୍ନଲିଖିତ ଉପାୟ ଯୋଗୁଁ ବିବାହ ସମ୍ପର୍କିିତ ବାସ୍ତୁଦୋଷକୁ ଦୂର କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

-ଯେଉଁ ଯୁବକଯୁବତୀଙ୍କର ବିବାହରେ ବିଳମ୍ବ ହେଉଛି, ସେମାନଙ୍କ ଶୟନକକ୍ଷରେ ମାଣ୍ଡାରିନ୍‌ ବତକଙ୍କ ଯୋଡ଼ି ମୂର୍ତ୍ତି ରଖନ୍ତୁ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

-ବିବାହଯୋଗ୍ୟ ସନ୍ତାନଙ୍କର ଶୟନକକ୍ଷ ଉତ୍ତର-ପଶ୍ଚିମ, ଅର୍ଥାତ୍‌ ବାୟୁ କୋଣରେ ହେବା ଉଚିତ। ଯଦି ଏଭଳି ସୁବିଧା ନାହିଁ, ତାହେଲେ ଏହାର ବିକଳ୍ପ ଭାବେ ଉତ୍ତର ଦିଗ ବା ଈଶାନ କୋଣର ଉତ୍ତର-ପଶ୍ଚିମ ଦିଗରେ ତାଙ୍କର ରହିବା ଓ ଶୋଇବା ବ୍ୟବସ୍ଥା କରିବା ଉଚିତ।

ଆହୁରି ପଢ଼ନ୍ତୁ: ଧଳା ପାଉଡରରେ ବ୍ଲେଡ୍ ସାହାଯ୍ୟରେ ଲେଖିଲେ 'Sorry'; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଦ୍ଭୁତ କଳାକୌଶଳ

-ବିବାହଯୋଗ୍ୟ ଯୁବକଯୁବତୀଙ୍କ କୋଠରିର ରଙ୍ଗ ହାଲୁକା ଗୋଲାପି ହେବା ଉଚିତ। ଗଭୀର ରଙ୍ଗର ବ୍ୟବହାର ନକାରାତ୍ମକ ଶକ୍ତି ସୃଷ୍ଟି କଲେ।

-ଦକ୍ଷିଣ ଦିଗ ଓ ନୈଋତ୍ୟ କୋଣରେ ଥିବା କୋଠରିରେ ଶୋଇବା ଯୋଗୁଁ ବିବାହରେ ବିଳମ୍ବ ହୋଇଥାଏ। ତେଣୁ ଏ ପ୍ରତି ଧ୍ୟାନ ଦେବା ଦରକାର।

-ଶୋଇବା ଘରର ପଲଙ୍କକୁ ଘରର କାନ୍ଥ ସହିତ ଲଗାଇ ରଖିବା ଉଚିତ ନୁହେଁ। ପଲଙ୍କ ଉପରେ ଥିବା ଛାତରେ କୌଣସି ବିମ୍‌ ରହିବା ଉଚିତ ନୁହେଁ। ଏହାଦ୍ବାରା ବିବାହ ପ୍ରସ୍ତାବ ନିର୍ଣ୍ଣୟ କରିବାରେ ଅସୁବିଧା ଉପୁଜିଥାଏ।

-ବିବାହରେ ବିଳମ୍ବ ହେଉଥିଲେ, ଉକ୍ତ ବ୍ୟକ୍ତି ଶୟନ କକ୍ଷରେ ଦକ୍ଷିଣ-ପଶ୍ଚିମ ଦିଗରେ କଇଁଚି, ଛୁରି ବା କୌଣସି ଧାରଥିବା ବସ୍ତୁ ରଖନ୍ତୁ ନାହିଁ।

-ଶୟନ କକ୍ଷର ଉତ୍ତର ଦିଗ କାନ୍ଥରେ ରାଧା-କୃଷ୍ଣ, ଶିବ-ପାର୍ବତୀ କିମ୍ବା କୌଣସି ବିବାହିତ ଯୋଡ଼ିଙ୍କ ଫଟୋ ରଖିବା ଦ୍ବାରା ବିଳମ୍ବ ବିବାହ ଜନିତ ବାସ୍ତୁଦୋଷ ଦୂର ହୋଇଥାଏ।

-ବିବାହଯୋଗ୍ୟ ଯୁବକ-ଯୁବତୀ ଗୋଲାପି ରଙ୍ଗର ଫୁଲ ପକା ବେଡ୍‌ସିଟ୍‌ ବ୍ୟବହାର କରନ୍ତୁ। ଏହାଦ୍ବାରା ବିବାହରେ ଦେଖାଯାଉଥିବା ସମସ୍ୟାରେ ଦୂର ହୋଇଥାଏ।

-ଘରେ ଯେତେସମ୍ଭବ ତାଜା ମଲ୍ଲୀ ଓ ଗୋଲାପ ଫୁଲ ରଖନ୍ତୁ। ଶୁଖିଯାଇଥିବା ଫୁଲଗୁଡ଼ିକୁ ବାହାର କରି ଦିଅନ୍ତୁ।

22 Jan 2022 By The Sakala

ବାସ୍ତୁବିଚାର: ବିବାହରେ ବିଳମ୍ବ ହେଉଛି କି, ଆପଣାନ୍ତୁ ଏହି ଉପାୟ…

ଅନେକ ଯୁବକଯୁବତୀ ଦେଖିବାକୁ ସୁନ୍ଦର ଓ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଅନେକ ସମୟରେ ସେମାନଙ୍କର ବିବାହରେ ବିଳମ୍ବ ହେଉଥିବାର ଦେଖାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବାସ୍ତୁଦୋଷ ଥିଲେ ବିବାହ ବିଳମ୍ବ ହୋଇଥାଏ। ସେସବୁ ବାସ୍ତୁଦୋଷକୁ ଦୂର କରିବା ଦ୍ବାରା ବିବାହ କାର୍ଯ୍ୟ ଶୀଘ୍ର ହୋଇଥାଏ। ତେବେ ନିମ୍ନଲିଖିତ ଉପାୟ ଯୋଗୁଁ ବିବାହ ସମ୍ପର୍କିିତ ବାସ୍ତୁଦୋଷକୁ ଦୂର କରାଯାଇପାରିବ।

-ଯେଉଁ ଯୁବକଯୁବତୀଙ୍କର ବିବାହରେ ବିଳମ୍ବ ହେଉଛି, ସେମାନଙ୍କ ଶୟନକକ୍ଷରେ ମାଣ୍ଡାରିନ୍‌ ବତକଙ୍କ ଯୋଡ଼ି ମୂର୍ତ୍ତି ରଖନ୍ତୁ।

-ବିବାହଯୋଗ୍ୟ ସନ୍ତାନଙ୍କର ଶୟନକକ୍ଷ ଉତ୍ତର-ପଶ୍ଚିମ, ଅର୍ଥାତ୍‌ ବାୟୁ କୋଣରେ ହେବା ଉଚିତ। ଯଦି ଏଭଳି ସୁବିଧା ନାହିଁ, ତାହେଲେ ଏହାର ବିକଳ୍ପ ଭାବେ ଉତ୍ତର ଦିଗ ବା ଈଶାନ କୋଣର ଉତ୍ତର-ପଶ୍ଚିମ ଦିଗରେ ତାଙ୍କର ରହିବା ଓ ଶୋଇବା ବ୍ୟବସ୍ଥା କରିବା ଉଚିତ।

-ବିବାହଯୋଗ୍ୟ ଯୁବକଯୁବତୀଙ୍କ କୋଠରିର ରଙ୍ଗ ହାଲୁକା ଗୋଲାପି ହେବା ଉଚିତ। ଗଭୀର ରଙ୍ଗର ବ୍ୟବହାର ନକାରାତ୍ମକ ଶକ୍ତି ସୃଷ୍ଟି କଲେ।

-ଦକ୍ଷିଣ ଦିଗ ଓ ନୈଋତ୍ୟ କୋଣରେ ଥିବା କୋଠରିରେ ଶୋଇବା ଯୋଗୁଁ ବିବାହରେ ବିଳମ୍ବ ହୋଇଥାଏ। ତେଣୁ ଏ ପ୍ରତି ଧ୍ୟାନ ଦେବା ଦରକାର।

-ଶୋଇବା ଘରର ପଲଙ୍କକୁ ଘରର କାନ୍ଥ ସହିତ ଲଗାଇ ରଖିବା ଉଚିତ ନୁହେଁ। ପଲଙ୍କ ଉପରେ ଥିବା ଛାତରେ କୌଣସି ବିମ୍‌ ରହିବା ଉଚିତ ନୁହେଁ। ଏହାଦ୍ବାରା ବିବାହ ପ୍ରସ୍ତାବ ନିର୍ଣ୍ଣୟ କରିବାରେ ଅସୁବିଧା ଉପୁଜିଥାଏ।

-ବିବାହରେ ବିଳମ୍ବ ହେଉଥିଲେ, ଉକ୍ତ ବ୍ୟକ୍ତି ଶୟନ କକ୍ଷରେ ଦକ୍ଷିଣ-ପଶ୍ଚିମ ଦିଗରେ କଇଁଚି, ଛୁରି ବା କୌଣସି ଧାରଥିବା ବସ୍ତୁ ରଖନ୍ତୁ ନାହିଁ।

-ଶୟନ କକ୍ଷର ଉତ୍ତର ଦିଗ କାନ୍ଥରେ ରାଧା-କୃଷ୍ଣ, ଶିବ-ପାର୍ବତୀ କିମ୍ବା କୌଣସି ବିବାହିତ ଯୋଡ଼ିଙ୍କ ଫଟୋ ରଖିବା ଦ୍ବାରା ବିଳମ୍ବ ବିବାହ ଜନିତ ବାସ୍ତୁଦୋଷ ଦୂର ହୋଇଥାଏ।

-ବିବାହଯୋଗ୍ୟ ଯୁବକ-ଯୁବତୀ ଗୋଲାପି ରଙ୍ଗର ଫୁଲ ପକା ବେଡ୍‌ସିଟ୍‌ ବ୍ୟବହାର କରନ୍ତୁ। ଏହାଦ୍ବାରା ବିବାହରେ ଦେଖାଯାଉଥିବା ସମସ୍ୟାରେ ଦୂର ହୋଇଥାଏ।

-ଘରେ ଯେତେସମ୍ଭବ ତାଜା ମଲ୍ଲୀ ଓ ଗୋଲାପ ଫୁଲ ରଖନ୍ତୁ। ଶୁଖିଯାଇଥିବା ଫୁଲଗୁଡ଼ିକୁ ବାହାର କରି ଦିଅନ୍ତୁ।

https://www.thesakala.in/religion/vastu-tips-will-help-get-married-soon/article-8635
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର