୧୨ ସୁଦ୍ଧା ହଟିବେ ଭାରତ-ଚୀନ୍‌ ସେନା

The Sakala Picture
Published On

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ଭାରତ ଏବଂ ଚୀନ ସେନାକୁ ଅପସାରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ଏହି କାର୍ଯ୍ୟ ଆସନ୍ତା ୧୨ ତାରିଖ ସୁଦ୍ଧା ଶେଷ ହେବ ଶୁକ୍ରବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବିବୃତିରେ କହିଛନ୍ତି, ଉଭୟ ପକ୍ଷରୁ ସମ୍ପୂର୍ଣ୍ଣ ସେନା ଅପସାରଣ ପରେ ସମ୍ପୃକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ନଷ୍ଟ କରି ଦିଆଯିବ। […]

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ଭାରତ ଏବଂ ଚୀନ ସେନାକୁ ଅପସାରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ଏହି କାର୍ଯ୍ୟ ଆସନ୍ତା ୧୨ ତାରିଖ ସୁଦ୍ଧା ଶେଷ ହେବ ଶୁକ୍ରବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବିବୃତିରେ କହିଛନ୍ତି, ଉଭୟ ପକ୍ଷରୁ ସମ୍ପୂର୍ଣ୍ଣ ସେନା ଅପସାରଣ ପରେ ସମ୍ପୃକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ନଷ୍ଟ କରି ଦିଆଯିବ। ଏଥିପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଗତ ଜୁଲାଇ ୧୭ ତାରିଖରେ ଭାରତ ଏବଂ ଚୀନ ମଧ୍ୟରେ ଅନୁଷ୍ଠିତ ୧୬ତମ ସେନାସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗଲୱାନ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉଭୟ ପକ୍ଷ ପ୍ରୟାସ କରୁଛନ୍ତି। ୨୦୨୦ ଜୁନ ଏଠାରେ ଉଭୟ ପକ୍ଷସ୍ନୋ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା ବେଳେ ଗୋଗ୍ରା ହଟସ୍ପ୍ରିଙ୍ଗ ଅଞ୍ଚଳରେ ମଧ୍ୟ ଉତ୍ତେଜନା ବଢିଥିଲା। ଯେଉଁଥିପାଇଁ ଏହି ଅଞ୍ଚଳରେ ପ୍ରାୟ ଦୁଇ ବର୍ଷ ଧରି ଉଭୟ ପକ୍ଷରସ୍ନୋ ମୁହାଁମୁହିଁ ଅବସ୍ଥାରେ ରହିଥିଲେ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

10 Sep 2022 By The Sakala

୧୨ ସୁଦ୍ଧା ହଟିବେ ଭାରତ-ଚୀନ୍‌ ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ଭାରତ ଏବଂ ଚୀନ ସେନାକୁ ଅପସାରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ଏହି କାର୍ଯ୍ୟ ଆସନ୍ତା ୧୨ ତାରିଖ ସୁଦ୍ଧା ଶେଷ ହେବ ଶୁକ୍ରବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବିବୃତିରେ କହିଛନ୍ତି, ଉଭୟ ପକ୍ଷରୁ ସମ୍ପୂର୍ଣ୍ଣ ସେନା ଅପସାରଣ ପରେ ସମ୍ପୃକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ନଷ୍ଟ କରି ଦିଆଯିବ। ଏଥିପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି।

ଗତ ଜୁଲାଇ ୧୭ ତାରିଖରେ ଭାରତ ଏବଂ ଚୀନ ମଧ୍ୟରେ ଅନୁଷ୍ଠିତ ୧୬ତମ ସେନାସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗଲୱାନ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉଭୟ ପକ୍ଷ ପ୍ରୟାସ କରୁଛନ୍ତି। ୨୦୨୦ ଜୁନ ଏଠାରେ ଉଭୟ ପକ୍ଷସ୍ନୋ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା ବେଳେ ଗୋଗ୍ରା ହଟସ୍ପ୍ରିଙ୍ଗ ଅଞ୍ଚଳରେ ମଧ୍ୟ ଉତ୍ତେଜନା ବଢିଥିଲା। ଯେଉଁଥିପାଇଁ ଏହି ଅଞ୍ଚଳରେ ପ୍ରାୟ ଦୁଇ ବର୍ଷ ଧରି ଉଭୟ ପକ୍ଷରସ୍ନୋ ମୁହାଁମୁହିଁ ଅବସ୍ଥାରେ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର